ବଜ୍ରପାତରେ ଦୁଇ ମହିଳା ମୃତ

ବଜ୍ରପାତରେ ଦୁଇ ମହିଳା ମୃତ, ଦୁଇ ଗୁରୁତର । ଅନୁଗୋଳ ନାଲକୋ , ବଳରାମପ୍ରସାଦ ନିକଟ ଆସପଣ୍ଡ ନିକଟରେ ଘଟିଛି ଘଟଣା

ଅନୁଗୋଳ(କେନ୍ୟୁଜ୍):   ବଜ୍ରପାତରେ ଦୁଇ ମହିଳା ମୃତ, ଦୁଇ ଗୁରୁତର । ଅନୁଗୋଳ ନାଲକୋ , ବଳରାମପ୍ରସାଦ ନିକଟ ଆସପଣ୍ଡ ନିକଟରେ ଘଟିଛି ଘଟଣା । ଦୁଇ ମହିଳା ଶୁଖିଲା କାଠ ସଂଗ୍ରହ କରି ଫେରୁଥିବା ବେଳେ ଘଟିଛି ବଜ୍ରପାତ । ମୃତ ମହିଳା ସୁଷମା ବେହେରା ଓ ପେନି ବେହେରା । ଗୁରୁତରଙ୍କ ମଧ୍ୟରେ ଜନେ ପୁରୁଷ ଓ଼ ଜଣେ ମହିଳା, ଗୁରୁତରଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.