ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଛୁଟି ଘୋଷଣା: ପ୍ରଚଣ୍ଡ ତାତି ଯୋଗୁ ଆସନ୍ତାକାଲିଠୁ ୟୁଜି, ପିଜି କ୍ଲାସ୍ ବନ୍ଦ

ଭୁବନେଶ୍ବର(କେନ୍ୟୁଜ୍): ପ୍ରଚଣ୍ଡ ତାତି ଯୋଗୁ କାଲିଠୁ ୟୁଜି, ପିଜି କ୍ଲାସ୍ ବନ୍ଦ । ଆସନ୍ତାକାଲିଠୁ ମେ ୨ ତାରିଖ ଯାଏ ୟୁଜି ଓ ପିଜିର ସବୁ କ୍ଲାସ ବନ୍ଦ ରହିବ । ତେବେ ପରୀକ୍ଷା, ଖାତାଦେଖା, ପ୍ରଶାସନିକ କାର୍ଯ୍ୟ ଓ ଗବେଷଣା କାର୍ଯ୍ୟ ଚାଲୁ ରହିବ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସେହିପରି ଆଜିଠୁ ଆସନ୍ତା ୩୦ ତାରିଖ ଯାଏ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.