ପାରମ୍ପରିକ ଢଙ୍ଗରେ ଅଲଟିମେଟ ଖୋ ଖୋ ଚମ୍ପିୟାନ ଓଡିଶା ଜଗରନଟ୍ସକୁ କରାଗଲା ସ୍ବାଗତ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ପହଁଚିଲେ ଅଲଟିମେଟ ଖୋ ଖୋ ଚମ୍ପିୟାନ ଓଡିଶା ଜଗରନଟ୍ସ। ପାରମ୍ପରିକ ଢଙ୍ଗରେ କରାଗଲା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। କ୍ରୀଡା ବିଭାଗ ତରଫରୁ ବରିଷ୍ଠ ବ୍ୟକ୍ତିବିଶେଷ କଲେ ସ୍ୱାଗତ ସମ୍ବର୍ଦ୍ଧନା।

ମହାରାଷ୍ଟ୍ର ପୁନେରେ ହୋଇଥିବା ଅଲଟିମେଟ ଖୋ ଖୋ ର ପ୍ରଥମ ସଂସ୍କାରଣରେ ହିଁ ଚମ୍ପିୟାନ ହୋଇଛି ଓଡିଶା ଜଗରନଟ୍ସ l ବିପକ୍ଷ ତେଲୁଗୁ ଯୋଦ୍ଧାସକୁ ଗୋଟିଏ ପଏଣ୍ଟ ରେ ପରାସ୍ତ କରି ଟ୍ରଫିକୁ ନିଜ ନାଁ ରେ କରିଛି ଓଡିଶା ଜଗରନଟ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.