କୂଆଖାଇ ନଦୀପଠାରେ ଅଚିହ୍ନା ମୃତଦେହ

ଭୁବନେଶ୍ବର(କେନ୍ଯୁଜ୍): କୂଆଖାଇ ନଦୀପଠାରେ ଅଚିହ୍ନା ମୃତଦେହ । କଣ୍ଟାଘୋଟା ଗାଁ ନିକଟରେ ଗଳିତ ମୃତଦେହ ଉଦ୍ଧାର । ଅଚିହ୍ନା ମୃତଦେହକୁ ଦେଖି ଗାଁ ଲୋକ ବାଲିଅନ୍ତା ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.