ଆଟଲାଣ୍ଟିକ୍‌ କାଉନସିଲ୍‌ ଏନର୍ଜି ଫୋରମ୍‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଯୁଜ୍: ଆଟଲାଣ୍ଟିକ୍‌ କାଉନସିଲ୍‌ ଏନର୍ଜି ଫୋରମ୍‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଦେଶୀ ରାଷ୍ଟ୍ର ମାନଙ୍କ ସହ ଭାରତ ଉର୍ଜା ସମ୍ପର୍କ ମଜବୁତ୍‌ ହୋଇଛି । ବିଶ୍ୱର କଲ୍ୟାଣ ପାଇଁ ସ୍ୱଚ୍ଛ ଉର୍ଜାକୁ ପ୍ରାଥମିକତା ଦେଉଛି ଭାରତ । ଗ୍ୟାସ ଆଧାରିତ ଅର୍ଥନୀତି ଦିଗରେ ଅଗ୍ରସର ହେଉଛି ଦେଶ । ବିକଳ୍ପ ଉର୍ଜା ସମେତ ସୌର ଉର୍ଜାକୁ ବଢାଇବା ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

୨୦୨୧ ଗ୍ଲୋବାଲ୍‌ ଏନର୍ଜି ଏଜେଣ୍ଡା ଶୀର୍ଷକ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ଆଡକୁ ଗତି କରୁଥିବାବେଳେ ଏଥିପାଇଁ ତୃଣମୂଳ ସ୍ତରରେ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.