ମୟୂରଭଞ୍ଜ: କୋଭିଡ ହସ୍ପିଟାଲରୁ ଡିସଚାର୍ଜ ପରେ ରୋଗୀ ମୃତ୍ୟ ଘଟଣାକୁ ନେଇ ଗାଁରେ ଉତ୍ତେଜନା

ମୟୂରଭଞ୍ଜ(କେନ୍ୟୁଜ୍):   ମୟୂରଭଞ୍ଜ  କୋଭିଡ ହସ୍ପିଟାଲରୁ ଡିସଚାର୍ଜ ପରେ ରୋଗୀ ମୃତ୍ୟ ଘଟଣାକୁ ନେଇ ଗାଁରେ ଉତ୍ତେଜନା ।  ମୟୂରଭଞ୍ଜ  ଥାନା ତାରଣା ଗ୍ରାମର ରାତୁ ମୁର୍ମୁଙ୍କୁ ଡିସଚାର୍ଜ ପେପର ଦେଇ ଘରେ ଛାଡିବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସ୍ଥାନୀୟ ଲୋକେ କୋଭିଡରେ ମୃତ୍ୟୁ ସନ୍ଦେହ କରି   ଦାବିରେ ରାସ୍ତା ରୋକ କରିଥିଲେ। ପରେ  ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା  ପରେ ସ୍ଥିତି ସୁଧାର ଆସିଥିଲା ।

Leave A Reply

Your email address will not be published.