ବାଲେଶ୍ୱର ହସନପୁର ଆଶ୍ରମ ବିଦ୍ୟାଳୟରେ ଅସନ୍ତୋଷ, ଅନୈତିକ ସଂପର୍କକୁ ବିରୋଧ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ

ବାଲେଶ୍ୱର : ବାଲେଶ୍ୱର ଗୋପୀନାଥପୁର ପଞ୍ଚାୟତ ହସନପୁର ଆଶ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅନୈତିକ ସଂପର୍କକୁ ବିରୋଧ କରି ଧାରଣାରେ ଛାତ୍ରଛାତ୍ରୀ । ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବହିଷ୍କାର ଦାବିରେ ସ୍କୁଲ ଗେଟ୍ ଆଗରେ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ । ଏହା ପରେ ସ୍ଥାନୀୟ ଲୋକଙ୍କ ସହ ଛାତ୍ରଛାତ୍ରୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଧରି ନିସ୍ତୁକ ମାଡ଼ କରିଛନ୍ତି । ଘଟଣାସ୍ଥଳରେ ଡିଡବ୍ଲୁଓ ପହଞ୍ଚି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଥାନୀୟ ଲୋକଙ୍କଠାରୁ ଉଦ୍ଧାର କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.