କାନ୍ଥ ଭୁଶୁଡ଼ି ୫ ବର୍ଷ ଶିଶୁକନ୍ୟାର ଗଲା ଜୀବନ

ଢେଙ୍କାନାଳ : ପ୍ରବଳ ବର୍ଷାରେ ଭୁଶୁଡ଼ିଲା କାନ୍ଥ । କାନ୍ଥ ପଡ଼ି ୫ ବର୍ଷ ଶିଶୁକନ୍ୟାର ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଗୁଣ୍ଡୁରାପସି ଗାଁରେ କାନ୍ଥ ପଡ଼ି ଶିଶୁକନ୍ୟାର ଜୀବନ ଯାଇଛି । ମୃତକ ଜଣକ ଇତିଶ୍ରୀ । ଗତକାଲି ରାତିରେ ସେ ଘର ଭିତରେ ଶୋଇଥିବାବେଳେ ଘରର ମାଟି କାନ୍ଥ ତା’ ଉପରେ ପଡ଼ିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.