ମା’ କୋଳରୁ ଖସି ପଡ଼ିଲା ଛୁଆ, ଆଖି ସାମ୍ନାରେ ମାଡ଼ିଗଲା ଟ୍ରକ୍
ରାଉରକେଲା: ରାଉରକେଲା ବୀରମିତ୍ରପୁର ୧୪୩ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ଅସାବଧାନ କାରଣରୁ ମା’ କୋଳରୁ ଖସି ପଡ଼ିଲା ୨ବର୍ଷର ଶିଶୁ କନ୍ୟା । ବାପାମା’ଙ୍କ ଆଖି ସାମ୍ନାରେ ଝିଅ ଉପରେ ମାଡ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ୨ବର୍ଷର ଶିଶୁର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କ ଦ୍ବାରା…