+୨ ପରୀକ୍ଷାର୍ଥୀଙ୍କୁ ସେଣ୍ଟରକୁ ହାତଘଣ୍ଟା ଓ ମୋବାଇଲ ଫୋନ ନେବା ମନା, ବୋର୍ଡ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ପରେ କଡା ପଦକ୍ଷେପ

ଭୁବନେଶ୍ବର : ବୋର୍ଡ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ପରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡା ପଦକ୍ଷେପ । ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ସେଣ୍ଟରକୁ ହାତଘଣ୍ଟା ଓ ମୋବାଇଲ ଫୋନ ନେବା ମନା । ସବୁ ସେଣ୍ଟର ଜଗିବ ସିସିଟିଭି କ୍ୟାମେରା । ଆସନ୍ତା ୭ତାରିଖରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଭିଡିଓକନଫେରେନ୍ସିଂ ମାଧ୍ୟମରେ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ଏଥର ମାଟ୍ରିକ ପରୀକ୍ଷା ଓଏମଆର ସିଟ୍‌ ମାନୁଆଲି ମୂଲ୍ୟାଙ୍କନ ପାଇଁ ନିଷ୍ପତ୍ତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.