Below header

ଆସନ୍ତା ଦୁଇ ଦିନ ଶୁଖିଲା ରହିବ ପାଗ: ୧ ଓ ୨ ତାରିଖରେ ଦକ୍ଷିଣ ଉପକୂଳ ଓ କନ୍ଧମାଳ, ରାୟଗଡ଼ା ପ୍ରଭୁତି ଅଞ୍ଚଳରେ ଘଡଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ଦୁଇ ଦିନ ପାଇଁ ପାଗ ଶୁଖିଲା ରହିବ । ୧ ଓ ୨ ତାରିଖରେ ଦକ୍ଷିଣ ଉପକୂଳ ଓ କନ୍ଧମାଳ, ରାୟଗଡ଼ା ପ୍ରଭୁତି ଅଞ୍ଚଳରେ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା କିମ୍ବା ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ କୁହୁଡ଼ି ହେବାର ମଧ୍ୟ ସମ୍ଭାବନା ଅଛି। ବର୍ତ୍ତମାନ ସୁଦ୍ଧା ୭ରୁ ୮ ଜିଲ୍ଲାରେ ବର୍ଷା ରେକର୍ଡ କରାଯାଇଛି। ବାଲେଶ୍ୱର ଓ ମୟୂରଭଞ୍ଜରେ ସବୁଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ସବୁଠୁ ଅଧିକ ୧୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.