ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ନୂଆବର୍ଷରୁ ରାଜଧାନୀରୁ ସୁରତକୁ ଉଡ଼ିବ ବିମାନ

ଭୁବନେଶ୍ବର(କେନ୍ୟୁଜ୍): ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଜାନୁଆରୀ ପହିଲାରୁ ଭୁବନେଶ୍ୱରରୁ ସୁରତକୁ ଉଡାଣ ଭରିବ ବିମାନ । ସପ୍ତାହକୁ ୩ ଦିନ ଏୟାର ଇଣ୍ଡିଆ ବିମାନରେ ଭୁବନେଶ୍ୱରରୁ ସୁରତକୁ ସିଧାସଖଳ ଯାତ୍ରା କରିହେବ । ଏ ନେଇ ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ ସୂଚନା ଦେଇଛନ୍ତି । ଟ୍ଵିଟ କରି କହିଛନ୍ତି ଏହା ସୁରତର ପ୍ରବାସୀ ଓଡ଼ିଆ ଏବଂ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ସୁରତରେ ବହୁ ଓଡ଼ିଆ ରହୁଥିବାରୁ ଓଡ଼ିଶାରୁ ସିଧାସଳଖ ସୁରତକୁ ବିମାନ ଚଳାଚଳ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.