ଝାରସୁଗୁଡ଼ା ଜିଲ୍ଲାରେ ଆଗାମୀ ୩ ସପ୍ତାହ ପାଇଁ ସାପ୍ତାହିକ ହାଟ ବନ୍ଦ, କୋଭିଡ ଲଢେଇରେ ସହଯୋଗ ପାଇଁ ଜିଲ୍ଲାପାଳଙ୍କ ଅନୁରୋଧ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ ସାପ୍ତାହିକ ହାଟ ବନ୍ଦ । ଆଗାମୀ ୩ ସପ୍ତାହ ପାଇଁ ସାପ୍ତାହିକ ହାଟ ବନ୍ଦ । ଟ୍ଵିଟ୍‌ କରି ସୂଚନା ଦେଲେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ।

ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ପାଇଁ ଅନ୍ୟତ୍ର ସ୍ଥାନ ଚିହ୍ନଟ ହୋଇଛି । କୋଭିଡ ଲଢେଇରେ ସହଯୋଗ ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.