Below header

ଢେଙ୍କାନାଳ: ରେଙ୍ଗାଳୀ ଶାଖା ବାମ କେନାଲର ୩ଟି ସ୍ଥାନରେ ୧୦ ଫୁଟରୁ ଅଧିକ ଘାଇ, ଏକର ଏକର ଚାଷ ଜମି ଜଳମଗ୍ନ

ଢେଙ୍କାନାଳ(କେନ୍ୟୁଜ୍) : ରେଙ୍ଗାଳୀ ଶାଖା ବାମ କେନାଲରେ ଘାଇ। ଢେଙ୍କାନାଳ ଜିଲ୍ଲା ଭୁନ ମହିଳା କଲେଜ ନିକଟରେ ଥିବା କେନାଲ ବନ୍ଧ ଭାଙ୍ଗିଛି। ଫଳରେ ୩ଟି ସ୍ଥାନରେ ୧୦ ଫୁଟରୁ ଅଧିକ ଘାଇ ସୃଷ୍ଟି ହୋଇଛି। ପାଣି ମାଡି ଆସି ଏକର ଏକର ଚାଷ ଜମି ଜଳମଗ୍ନ ହୋିଯାଇଛି। ନିମ୍ନମାନର କାମ ଯୋଗୁଁ ଏଭଳି ହୋଇଥିବା ଚାଷୀମାନେ ଭିଯୋଗ କରିଛନ୍ତି। ସେପଟେ କଲେଜ ଛାତ୍ରୀ ଏହି ରାସ୍ତାରେ ଯାତାୟତ କରୁଥିବାବେଳେ ନାହିଁ ନତିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.