ଭୁବନେଶ୍ବରରେ ହଜିଗଲେ ସ୍ବିଟି ରାୟ! କେହି ଦେଖିଛନ୍ତି କି ଏ ଝିଅଙ୍କୁ

ଭୁବନେଶ୍ୱର (କେନ୍ୟୁଜ୍‌) : ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଝିଅ ସ୍ବିଟି ନିଖୋଜ ହୋଇ ଯାଇଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକ । ଗତକାଲି ସ୍ୱିଟି ଜନଶତାବ୍ଦୀ ଟ୍ରେନରେ ହାୱଡ଼ାରୁ ଭୁବନେଶ୍ବର ଆସିବା ପରେ ନିଖୋଜ ହୋଇ ଯାଇଛନ୍ତି। ସେ ଉତ୍କଳ ଏରୋ ସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜ୍‌ର ଦ୍ୱିତୀୟ ବର୍ଷ ଛାତ୍ରୀ। ତାଙ୍କ ବୟସ ୨୦ ବର୍ଷ ।

ତେବେ ସେ କୁଆଡ଼େ ଯାଇଛନ୍ତି, ତାଙ୍କ ନିଖୋଜ ହେବା ପଛରେ କାରଣ କଣ ଏଯାଏ ସ୍ପଷ୍ଟ ହୋଇନାହିଁ । ଏନେଇ ଜିଆରପି ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.