କିଏ ହେବେ ରାଜ୍ୟରେ ପରବର୍ତ୍ତୀ ମୁଖ୍ୟ ସଚିବ ଓ ଡିଜିପି, ପାୱାର କରିଡରରେ ଅନେକ ଚର୍ଚ୍ଚା

ନୂଆବର୍ଷରେ ରାଜ୍ୟ ପ୍ରଶାସନିକ ସେବାର ସର୍ବୋଚ୍ଚ ପଦବୀରେଦେଖିବାକୁ ମିଳିବ କି ନୂଆ ଚେହେରା ? କିଏ ହେବେ ରାଜ୍ୟରେ ପରବର୍ତ୍ତୀ ମୁଖ୍ୟ ସଚିବ ଓ ଡିଜିପି। ବଢିଛି ସସପେନସ।

ନୂଆବର୍ଷରେ ରାଜ୍ୟ ପ୍ରଶାସନିକ ସେବାର ସର୍ବୋଚ୍ଚ ପଦବୀରେଦେଖିବାକୁ ମିଳିବ କି ନୂଆ ଚେହେରା ? କିଏ ହେବେ ରାଜ୍ୟରେ ପରବର୍ତ୍ତୀ ମୁଖ୍ୟ ସଚିବ ଓ ଡିଜିପି। ବଢିଛି ସସପେନସ। ଚଳିତ ଡିସେମ୍ବର ୩୧ରେ ମୁଖ୍ୟ ସଚିବ ପ୍ରଦୀପ ଜେନା ଓ ଡିଜିପି ସୁନିଲ ବଂଶଲଙ୍କ କାର୍ଯ୍ୟକାଳ ସରୁଛି।

ବଢିବ କି କାହାର କାର୍ଯ୍ୟକାଳ ଅବଧି। ନା ଦୁଇ ଟପ ପୋଷ୍ଟରେ ଦୁଇ ମହିଳାଙ୍କୁ ମିଳିବ କି ନିଯୁକ୍ତି। ପାୱାର କରିଡରରେ ଏମିତି ଅନେକ ଚର୍ଚ୍ଚା ଚାଲିଛି। ଆଗକୁ ସାଧାରଣ ନିର୍ବାଚନ ରହିଛି। ତେଣୁ ଏହି ଦୁଇ ପୋଷ୍ଟ ମାଧ୍ୟମରେ ବଡ଼ ବାର୍ତ୍ତା ଦେବାକୁ ରାଜ୍ୟ ସରକାର ପ୍ରୟାସ କରିବେ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.