କିଏ ହେବେ ସ୍ୱତନ୍ତ୍ର ରିଲିଫ କମିଶନର, କାହାକୁ ମିଳିବ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ପଦବୀ: ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତିି

ଭୁବନେଶ୍ବର: ସଚିବ ମାନେ ପାଇଲେ ନୂଆ ମୁଖ୍ୟ ଶାସନ ସଚିବ । ଏବେ ବରିଷ୍ଠ ଆଇଏଏସ ପ୍ରଦୀପ କୁମାର ଜେନା ଉନ୍ନୟନ କମିଶନର ହେବା ପରେ ତାଙ୍କ ସ୍ଥାନରେ କାହାକୁ ମିଳିବ ଦାୟିତ୍ୱ । ସ୍ୱତନ୍ତ୍ର ରିଲିଫ କମିଶନର, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ, ଓସଡମା ଏମଡି ଦାୟିତ୍ୱରେ ଅଛନ୍ତି ପ୍ରଦୀପ ଜେନା ।

ଏବେ ସ୍ୱତନ୍ତ୍ର ରିଲିଫ କମିଶନର କିଏ ହେବେ ? କିଏ ହେବେ ପରବର୍ତ୍ତୀ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସଦନ ସଚିବ ? ପରବର୍ତ୍ତୀ ଓସଡମା ଏମଡି ଭାବେ କାହାକୁ ମିଳିବ ଦାୟିତ୍ୱ ? ଏନେଇ ପାଓ୍ଵାର କରିଡରରେ ଚର୍ଚ୍ଚା ଜୋର ଧରିଛି । ଖୁବଶୀଘ୍ର ଏନେଇ ବିଜ୍ଞପ୍ତିି ପ୍ରକାଶ ପାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.