Below header

ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଗୟଳବାଙ୍କଠାରେ ଆତଙ୍କ ଖେଳାଛନ୍ତି ୨୧ଟି ହାତୀପଲ, ଭୟଭୀତ ଲୋକେ

ବାଙ୍କୀ: ଚନ୍ଦକା-ଡମପଡା ଅଭୟାରଣ୍ୟରୁ ୨୧ଟି ହାତୀପଲ ପାଣି ପିଇବାକୁ ପାଥପୁର ନିକଟସ୍ଥ ମହାନଦୀକୁ ଆସିଥିବା ବେଳେ ଆଉ ଫେରିନାହାଁନ୍ତି ।

ଗତ ରବିବାରଠୁ ଆସିଥିବା ବେଳେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଗୟଳବାଙ୍କଠାରେ ବୁଲୁଥିବାରୁ ରାସ୍ତାରେ ଯାଉଥିବା ଲୋକେ ଭୟଭୀତ ହୋଇପଡିଛନ୍ତି । ହାତୀପଲଙ୍କ ରାସ୍ତାଉପରେ ଦେଖି ଲୋକେ ବନବିଭାଗକୁ ଖବର ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.