Below header

ଅନୁଗୁଳ: ଆମ୍ବ ଗୋଟାଇବାବେଳେ ମହିଳାଙ୍କୁ ଦଳିଦେଲା ହାତୀ

ଅନୁଗୁଳ: ପୁଣି ହାତୀ ନେଲା ଜୀବନ। ଆମ୍ବ ଗୋଟାଇବାବେଳେ ଦଳିଦେଲା।  ଅନୁଗୁଳ ତଳଗଡ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ମହିଳା । ମୃତକ ମହିଳା ହେଉଛନ୍ତି ତଳଗଡ ଗାଁର ମମତା ସେଠୀ । ଖବର ପାଇ ବନ ବିଭାଗ ପହଁଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.