ଜାମ୍ମୁ କାଶ୍ମୀର ସୋପିୟାନ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ

ସୋପିୟାନ: ୩ ଆତଙ୍କବାଦୀ ସଫା। ଜାମ୍ମୁ କାଶ୍ମୀର ସୋପିୟାନ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତ୍ମସର୍ମପଣ ପାଇଁ କୁହାଯାଇଥିଲା। ମାତ୍ର ସେମାନେ ସୁରକ୍ଷାକର୍ମୀଙ୍କ କଥା ନମାନି ପାଲଟା ଗୁଳିଚାଳନା କରିଥିଲେ।

ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ୩ ଆତଙ୍କବାଦୀ। ଜଣେ ଆତଙ୍କବାଦୀକୁ କବ୍ଜାକୁ ନେଇଛି ପୋଲିସ। ୪ ଆତଙ୍କବାଦୀ ସ୍ଥାନୀୟ ଅଲ୍‌-ବଦର ଆତଙ୍କବାଦୀ ସଂଗଠନର ନୂଆ କରି ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.