ଅପରେସନ ମହାଦେବ ପରେ ଅପରେସନ ଶିବଶକ୍ତି, ୨ ଆତଙ୍କୀ ନିପାତ
ଆତଙ୍କବାଦୀ ବିରୋଧରେ ପୁଣି ଭାରତର ଆଉ ଏକ ଅପରେସନ । ଅପରେସନ ଶିବଶକ୍ତି ଜରିଆରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା (LoC) ନିକଟରେ ଏକ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରି ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ…