ଜମ୍ମୁ-କଶ୍ମୀରରେ ସେନାକୁ ବଡ ସଫଳତା, ଏନକାଉଣ୍ଟରରେ ଟଳିଲେ ୫ ପାକିସ୍ତାନୀ ଆତଙ୍କବାଦୀ

କେନ୍ୟୁଜ୍(ବ୍ୟୁରୋ):  ଜମ୍ମୁ-କଶ୍ମୀରରେ ସେନାକୁ ବଡ ସଫଳତା। ଏନକାଉଣ୍ଟରରେ ୫ ପାକିସ୍ତାନୀ ଆତଙ୍କବାଦୀ ନିହତ। ଜମ୍ମୁ-କାଶ୍ମୀରରେ ୧୨ ଘଣ୍ଟାରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏନକାଉଣ୍ଟରରେ ୫ଜଣ ଆତଙ୍କବାଦୀ ମୃତ୍ୟୁ ହୋଇଛି। ବଡଗାମରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ଟଳିପଡିଥିଲା।

ସେହିପରି ପୁଲଓ୍ଵାମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀ ମୃତ୍ୟୁ ହୋଇଛି। ଜୈସ-ଏ ମହମ୍ମଦ ଓ ଲସ୍କରର ୫ ଆତଙ୍କବାଦୀ ନିହତ। ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈଶ କମାଣ୍ଡର ଜାହିଦ ୱାନି ନିହତ ହୋଇଥିବା ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.