ଜମ୍ମୁ କଶ୍ମୀରର ମୁନାନ୍ଦ୍‌ର କୁଲଗାମ ଅଞ୍ଚଳରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର ମୁନାନ୍ଦ୍‌ର କୁଲଗାମ ଅଞ୍ଚଳରେ ଏନକାଉଣ୍ଟର । ପୋଲିସ୍‌ ଗୁଳିରେ ଜଣେ ଆତଙ୍କବାଦୀ ନିହତ । ଏନେଇ ସୂଚନା ଦେଇଛି କଶ୍ମୀର ପୋଲିସ୍‌ । ତେବେ ମୃତ ଆତଙ୍କବାଦୀର ପରିଚୟ ଜଣାପଡିନାହିଁ ।

ଏବେ ବି ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି ଜମ୍ମୁ କଶ୍ମୀର ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.