ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ତୁରନ୍ତ ନିଯୁକ୍ତି ଦାବି, ସଂଘ ତରଫରୁ ଲୋୟର ପିଏମଜିରେ ଆମରଣ ଅନଶନ

ଭୁବନେଶ୍ୱର(କେନ୍ୟୁଜ୍): ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ତୁରନ୍ତ ନିଯୁକ୍ତି ଦାବିରେ ସଂଘ ତରଫରୁ ଆମରଣ ଅନଶନ । ଭୁବନେଶ୍ୱର ଲୋୟର ପିଏମଜିରେ ସେମାନେ ଅନଶନ ଚଳାଇଛନ୍ତି । ରାଜ୍ୟରେ ୧୭ ହଜାର ଏଏନଏମ୍‌ ତାଲିମ ପାଇ ବେକାର ଅଛନ୍ତି । ସେମାନଙ୍କୁ ନିଯୁକ୍ତି ଦାବି କରି ସଂଘ ପକ୍ଷରୁ ଅନଶନ ଜାରି ରହିଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟି ଆଲୋଚନା କରିଛନ୍ତି ସଂଘ କର୍ମକର୍ତ୍ତା । ତୁରନ୍ତ ଦାବି ପୁରଣ ନକଲେ ଆତ୍ମହୂତି ଦେବେ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.