Below header

ଭଦ୍ରକ: ବଜ୍ରଘାତରେ ମହିଳାଙ୍କ ମୃତ୍ୟୁ, ନଳକୂଅରୁ ପାଣିନେବା ବେଳେ ହୋଇଥିଲା ବଜ୍ରାଘାତ

ଭଦ୍ରକ(କେନ୍ୟୁଜ୍): ବଜ୍ରଘାତରେ ମହିଳାଙ୍କ ମୃତ୍ୟୁ। ମହିଳା ଜଣକ ହେଲେ ଗ୍ରାମାଞ୍ଚଳ ଥାନା ଗେଲୁଟିଆ ବଇଞ୍ଚ ସାହିର ବୀଣାପାଣି ଜେନା। ନଳକୂପରୁ ପାଣି ଭରୁଥିବା ବେଳେ ମହିଳାଙ୍କ ଉପରକୁ ବଜ୍ରାଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ଗ୍ରାମବାସୀମାନେ ମହିଳାଙ୍କୁ ଡାକ୍ତରଖାନା ଆଣିଥିଲେ କିନ୍ତୁ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବଜ୍ରାଘାତରେ ମହିଳାଙ୍କର ମୃତ୍ୟୁ ପରେ ଗ୍ରାମରେ ଏକପ୍ରକାରର ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.