Browsing Tag

lightning dead

କାଳବୈଶାଖୀ ତାଣ୍ଡବ: ବଜ୍ରାଘାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗଲା ଜୀବନ

ଗଂଜାମ/ରାୟଗଡା/ଯାଜପୁର (କେନ୍ୟୁଜ): ବଜ୍ରାଘାତ ନେଲା ୩ ଜୀବନ । ଗତକାଲି କାଳବୈଶାଖୀ ପ୍ରଭାବରେ ବଜ୍ରାଘାତ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଞ୍ଚଳରେ ବଜ୍ରାଘାତ ଘଟି ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣ ଆହତ ହୋଇଛନ୍ତି । ମୃତକ…

ଆକାଶରୁ ଖସିଲା ମୃତ୍ୟୁ ! ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ଆଳି (କେନ୍ୟୁଜ): ବର୍ଷା ହେଲା ମାତ୍ରେ ଆକାଶରୁ ଖସୁଛି ମୃତ୍ୟୁ ।  ଲୋକଙ୍କୁ ଘାରୁଛି ବଜ୍ରାଘାତ ଭୟ ।  ଗତକାଲି ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଛି । ବ ଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ରବିବାର…

ମୋବାଇଲ ଦେଖିବା ହେଲା କାଳ: ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ଯାଜପୁର (କେନ୍ୟୁଜ): ବଜ୍ରପାତ ଘଟି ଜଣେ ମୃତ, ଅନ୍ୟ ଜଣେ ଗୁରୁତର। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନିହୁଡା ଗାଁରେ ଘଟିଛି ଏହି ଅଘଟଣ। ଆଜି ଅପରାହ୍ନ ସମୟରେ ଗାଁ ବିଲ ନିକଟ ଏକ ପୋଲ ଉପରେ ବସି ଦୁଇ ଜଣ ଯୁବକ ମୋବାଇଲ ଦେଖୁଥିବା ସମୟରେ ହଠାତ ବଜ୍ରପାତ ଘଟିଥିଲା। ଫଳରେ…

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ: ୮ ଜଣଙ୍କ ମୃତ୍ୟୁ, ସାତ ଜଣ ଗୁରୁତର

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୮ ଜଣଙ୍କ ମୃତ୍ୟୁ। ସାତ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍ତା ବ୍ଲକରେ ବଜ୍ରପାତରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି। ବେଲଗାଁ, ପଣସାପଡ଼ା ଓ ପତ୍ରଝଡ଼ା ଗାଁର କିଛି ଲୋକ ବିଲରେ କାମ କରୁଥିବା ବେଳେ ବଜ୍ରପାତ…

ମଝି ଚିଲିକାରେ ବଜ୍ରପାତ ହେବାରୁ ଡଙ୍ଗା ଉପରେ ଚାଲିଗଲା ବାପା-ପୁଅଙ୍କ ଜୀବନ

ଟାଙ୍ଗୀ(କେନ୍ୟୁଜ୍):ଏମିତି ବି ଆସେ ମୃତ୍ୟୁ । ମଝି ଚିଲିକାରେ ବଜ୍ରପାତ ହେବାରୁ ଡଙ୍ଗା ଉପରେ ଚାଲିଗଲା ବାପା-ପୁଅଙ୍କ ଜୀବନ। ଗତକାଲି ରାତିରେ ସନ୍ୟାସୀ ନଗରର ବାପା ପୁଅ ମାଛ ମାରିବାକୁ ଯାଇଥିବାବେଳେ ବଜ୍ରପାତ ହୋଇଥିଲା। ଉଭୟ ସେହି ଡଙ୍ଗା ଉପରେ ହିଁ ପ୍ରାଣ ହରାଇଥିଲେ। ଘର ଲୋକ ବାରମ୍ବାର…

ବଜ୍ରାଘାତରେ ମା’ ପୁଅଙ୍କ ମୃତ୍ୟୁ

ଜୟପୁର(କେନ୍ୟୁଜ୍):  ବଜ୍ରାଘାତରେ ଦୁଇ ମୃତ । ବୋରିଗୁମ୍ମାଶ ଅଂଚଳା ଗାଁ ରେ ଆଜି ବ୍ଳଜ୍ରାଘାତରେ ମା' ପୁଅଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ସବୁଦିନ ପରି ଲିଙ୍ଗରାଜ ହାଲବା ନିଜ ସ୍ତ୍ରୀ ଦୁରୁବତୀ ହାଲବା ଏବଂ ପୁଅ ଦୀପକ ତିନି ଜଣ ନିଜ ଜମିରେ ଚାଷ କରୁଥିଲେ । ହଟାତ ଘଡଘଡି ସହ ପ୍ରବଳ…

ଆକାଶରୁ ଖସିଲା ମୃତ୍ୟୁ: ବଜ୍ରପାତରେ ୩ ଜଣଙ୍କ ଗଲା ଜୀବନ

ଢେଙ୍କାନାଳ (କେନ୍ୟୁଜ୍):  ଢେଙ୍କାନାଳରେ ଅଘଟଣ । ବଜ୍ରପାତରେ ୩ ଜଣଙ୍କ ଜୀବନ ଯାଇଛି । ୪ ଗୁରୁତର ଆହତ ହୋଇଛନ୍ତି । ସଦର ବ୍ଲକ ନଢ଼ଣପୁର ଗାଁର ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗଁଦିଆ ବ୍ଲକ ଦେଓଗାଁର ଜଣଙ୍କ ମୃତ୍ୟୁ ହୋଇଛି, ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ…

ସାଲେପୁର: ବରପଡା ବ୍ରିଜ୍ ଉପରେ ବଜ୍ରପାତ ନେଲା ଜୀବନ, ପ୍ରକୋପରେ ଫାଟିଛି ବ୍ରିଜର କିଛି ଅଂଶ

ସାଲେପୁର(କେନ୍ୟୁଜ୍): କଟକ ଜିଲ୍ଲା ନିଶ୍ଚିତକୋଇଲି ବରପଡା ବ୍ରିଜ୍ ଉପରେ ବର୍ଷା ଘଡ ଘଡି ହେଲା ବେଳେ ସୁଜେନ୍ଦୁ ଶେଖର ସାହୁଙ୍କର ମୃତ୍ୟୁ ହୋଇଛି। ସେ ତାଙ୍କ ଘରୁ ନେମାଳ କଣ୍ଟାପରିରୁ ସାଇକେଲ ଯୋଗେ ନିଶ୍ଚିତକୋଇଲି ହାଟକୁ ଚାଉଳ ବିକ୍ରି କରିବା ପାଇଁ ଆସୁଥିବା ବେଳେ ହଠାତ ବିଜୁଳି ମାରିଥିଲା।…

ରାଉରକେଲାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ବେଳେ ବଜ୍ରପାତ ଘଟି ଦୁଇ ଜଣ ଖେଳାଳିଙ୍କ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ ଦେଲେ…

ରାଉରକେଲା(କେନ୍ୟୁଜ୍): ଫୁଟବଲ ଟୁର୍ଣ୍ଣାମେଣ୍ଟ ବେଳେ ବଜ୍ରପାତରେ ପ୍ରାଣ ହରାଇଥିବା ଦୁଇ ଜଣ ଖେଳାଳି ଙ୍କ ମୃତ୍ୟୁ ରେ ମର୍ମାହତ ହୋଇ ପରିବାର ଙ୍କୁ ମୂଖ୍ୟମନ୍ତ୍ରୀ ଏକଲକ୍ଷ ଟଙ୍କା ଲେଖାଏଁ ସମବେଦନା ମୂଳକ ସହାୟତା ପ୍ରଦାନ କଲେ। ମନ୍ତ୍ରୀ ପ୍ରିତୀ ରଞ୍ଜନ ଘଡେ଼ଇ ଓ ଜିଲ୍ଲା ଯୋଜନା ବୋର୍ଡର…

ରାଉରକେଲା: ଫୁଟବଲ୍‌ ମ୍ୟାଚ୍‌ ଚାଲୁଥିବାବେଳେ ବଜ୍ରାଘାତ, ୨ ମୃତ ଓ ଗୁରୁତରଙ୍କ ସଂଖ୍ଯା ୨୬କୁ ବୃଦ୍ଧି

ରାଉରକେଲା (କେନ୍ୟୁଜ୍):  ରାଉରକେଲା ନୂଆଗାଁ ବ୍ଲକ ବନେଇଲତା ଅଞ୍ଚଳରେ ଅଘଟଣ । ଫୁଟବଲ୍‌ ମ୍ୟାଚ୍‌ ଚାଲୁଥିବାବେଳେ ବଜ୍ରାଘାତ । ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ୧୨ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି…

ଘରର ଆଜବେଷ୍ଟ କାମ କରୁଥିବା ବେଳେ ଘଟିଲା ବଜ୍ରାଘାତ, ୪ ମୃତ ଓ ୨ ଜଣ ଗୁରୁତର

ନୂଆପଡା(କେନ୍ୟୁଜ୍):ନୂଆପଡା ଜିଲ୍ଲା କୋମନା ବ୍ଲକ ମଲ୍ଲିକ ମୁଣ୍ଡା ଗାଁରେ ଆଜି ବଜ୍ରାଘାତରେ ୪ ମୃତ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇଜଣଙ୍କୁ ଉଦ୍ଧାର କରି କୋମନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ନରେ ଘର ଛାତ ଉପରେ ଆଜବେଷ୍ଟ…

ଆସାମରେ ପ୍ରକୃତିର ବିପର୍ଯ୍ୟୟ: ତୁହାକୁ ତୁହା ବର୍ଷା ସାଙ୍ଗକୁ ବଜ୍ରପାତରେ ଗଲା ୧୪ ଜୀବନ

ନୂଆଦିଲ୍ଲୀ : ଉତ୍ତର ଭାରତ ସମେତ ଦେଶର ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାପମାତ୍ରା ବଢିବା ସହିତ ପାଗ ଶୁଖିଲା ମଧ୍ୟ ଶୁଖିଲା ରହୁଛି। ଏଥି ସହିତ ତାମିଲନାଡୁ, କେରଳ ଏବଂ ଆସାମ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ସମ୍ପ୍ରତି…