Below header
Browsing Tag

lightning dead

ମୟୁରଭଞ୍ଜ: କାଳବୈଶାଖୀ ସାଜିଲା କାଳ,  ବଜ୍ରପାତରେ ୨ ଗୋରୁ ସମେତ ବାଛୁରୀ ମୃତ

କରଞ୍ଜିଆ(କେନ୍ୟୁଜ୍):  ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଭାଲିଆଡାଳ ଗ୍ରାମପଞ୍ଚାୟତ ଅଧିନ ବାଘଦଫା ଗ୍ରାମରେ ଗୁରବାର ସକାଳେ ବଜ୍ରପାତ ଘଟି ଗୋଟିଏ ଲେଖାଏଁ ଗାଈ,ବଳଦ ଓ ବାଛୁରୀର ମୃତ୍ୟୁ ଘଟିଛି। ବାଗଦଫା ଗ୍ରାମର ଦେଉଳିଆ ସାହିର ବୁଧୁରାମ ମୁଣ୍ଡାଙ୍କ ଏହି ୩ଟି ଗୋରୁ ଚରୁଥିବା ବେଳେ ସକାଳ…

ମୟୁରଭଞ୍ଜ: ବିଲକୁ ମାଛ ଧରିବାକୁ ଯାଇଥିବା ବେଳେ ଶୁକୃଳି ଜାମୁତି ଗାଁରେ ବଜ୍ରପାତରେ ଜଣେ ମୃତ

କରଞ୍ଜିଆ(କେନ୍ୟୁଜ୍):  ମୟୁରଭଞ୍ଜ ଜିଲ୍ଲା  ଶୁକୃଳି ବ୍ଲକର ଜାମୁତି ଗାଁରେ ବଜ୍ରପାତରେ ଜଣେ ମୃତ୍ୟୁ । ମୃତକ ଜଣକ ହେଉଛନ୍ତି ବୁଧୁରାମ ମାହାନ୍ତ । ସେ ଗ୍ରାମ ପଞ୍ଚାୟତରେ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ । ଆଜି ଅପରାହ୍ନ ସମୟରେ ବିଲକୁ ମାଛ ଧରିବାକୁ ଯାଇଥିବା ବେଳେ ହଠାତ୍ ବିଜୁଳି…

ରାୟଗଡା: ମୁନିଗୁଡା ଅମ୍ବାଦଳା ଗ୍ରାମରେ ଅଭାବନୀୟ ଘଟଣା,ଗାଈ ଚରାଇବାକୁ ଯାଇଥିବା ଯୁବକଙ୍କ ଉପରେ ବଜ୍ରପାତ,ଦୁଇ ମୃତ

କେନ୍ୟୁଜ୍(ବ୍ୟୁରୋ):  ବଜ୍ରପାତରେ ଦୁଇ ମୃତ୍ୟୁ , ଜଣେ ଆହତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମରେ । ସ୍ଥାନୀୟ ବଡ଼ ହରିଜନ ସାହିର କିଛି ଯୁବକ ଜଙ୍ଗଲକୁ ଗାଈ ଚରାଇବା ପାଇଁ ଯାଇଥିବା ସମୟରେ ପ୍ରବଳ ବର୍ଷା ଘଡଘଡି ହେବାରୁ ଏକ ଗଛ ତଳେ ଆଶ୍ରୟ…

ଭଦ୍ରକ: ଚିଙ୍ଗୁଡି ପ୍ଲାଣ୍ଟକୁ ଯିବା ବେଳେ ବଜ୍ରାଘାତରେ ଚାଲିଗଲା ଜୀବନ

ଚାନ୍ଦବାଲି(କେନ୍ୟୁଜ୍):  ବଜ୍ରାଘାତରେ ଚାଲିଗଲା ଜଣକର ଜୀବନ। ମୃତକ ଜଣକ ହେଲେ ଚାନ୍ଦବାଲି ବ୍ଲକ ଜଳେଶ୍ବରପୁର ପଞ୍ଚାୟତର ବଳଭଦ୍ରପ୍ରସାଦ ଗାଁ ର ସରୋଜ ମହାନ୍ତି । ସରୋଜ ନିଜ ଘରୁ ମୋବାଇଲ୍ ଚାର୍ଜ କରି ନେଇ ବିଲରେ ଥିବା ଚିଙ୍ଗୁଡି ପ୍ଲାଣ୍ଟକୁ ଯାଉଥିଲେ । ତେବେ ପ୍ଲାଣ୍ଟକୁ ଯିବା ବାଟରେ ହଠାତ…

ଭଦ୍ରକ: ବଜ୍ରଘାତରେ ମହିଳାଙ୍କ ମୃତ୍ୟୁ, ନଳକୂଅରୁ ପାଣିନେବା ବେଳେ ହୋଇଥିଲା ବଜ୍ରାଘାତ

ଭଦ୍ରକ(କେନ୍ୟୁଜ୍): ବଜ୍ରଘାତରେ ମହିଳାଙ୍କ ମୃତ୍ୟୁ। ମହିଳା ଜଣକ ହେଲେ ଗ୍ରାମାଞ୍ଚଳ ଥାନା ଗେଲୁଟିଆ ବଇଞ୍ଚ ସାହିର ବୀଣାପାଣି ଜେନା। ନଳକୂପରୁ ପାଣି ଭରୁଥିବା ବେଳେ ମହିଳାଙ୍କ ଉପରକୁ ବଜ୍ରାଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ଗ୍ରାମବାସୀମାନେ ମହିଳାଙ୍କୁ ଡାକ୍ତରଖାନା ଆଣିଥିଲେ କିନ୍ତୁ…

କାଳ ସାଜିଲା ବଜ୍ରପାତ, ରାଜ୍ୟରେ ବଜ୍ରପାତରେ ଚାଲିଗଲା ୪ ଜଣଙ୍କ ଜୀବନ

କେନ୍ୟୁଜ୍ (ବ୍ୟୁରୋ): ପ୍ରାଣ ନେଲା ବଜ୍ରପାତ। କାଳ ବୈଶାଖୀ ପ୍ରଭାବରେ ବଜ୍ରପାତ କାରଣରୁ ଚାଲି ଯାଇଛି ୪ ଜଣଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଟେଣ୍ଡ୍ରା ଗାଁରେ ଧାନ ବିଲରେ କାମ କରୁଥିବା ବେଳେ, ବଜ୍ରାଘାତରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି। ଜାମଦା ପୋଲିସ ମୃତଦେହକୁ ଜବତ କରି…