Below header

ଢେଙ୍କାନାଳ ସଦରରେଞ୍ଜ କାଉଁରିଆପାଳରେ ହାତୀ ଆକ୍ରମଣରେ ମହିଳା ମୃତ

ଢେଙ୍କାନାଳ(କେନ୍ୟୁଜ୍): ମହିଳାଙ୍କୁ କଚାଡି ମାରିଲା ହାତୀ। ମୃତକ ଜଣକ ଉର୍ମିଳା ଢେଙ୍କାନାଳ ସଦରରେଞ୍ଜ କାଉଁରିଆପାଳରେ ହାତୀ ଆତଙ୍କ ଦେଖାଦେଇଛି। ଆଜି ସକାଳେ ଉର୍ମିଳା ଘରୁ ବାହାରକୁ ଯାଉଥିବାବେଳେ ହାତୀ ହାବୁଡରେ ପଡିଥିଲେ। ହାତୀ ତାଙ୍କୁ କଚାଡି ଦେବା ଫଳରେ ଘଟଣାସ୍ଥଳରେ ଉର୍ମିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଅଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବାରୁ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। ହାତୀଙ୍କୁ ଘଉଡାଇବାକୁ ବନବିଭାଗ କୌଣସି ପଦକ୍ଷେପ ନେଉନଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.