Below header

କୁକୁର ସହ ଚାରିଧାମ ଯାତ୍ରା : ନୋଏଡାରୁ ଚାଲି ଚାଲି ଓଡ଼ିଶା ଆସିଲେ ୟେତି ଗୌତମ

କୁକୁର ସହ ଚାରିଧାମ ଯାତ୍ରା । ନୋଏଡାରୁ ଓଡ଼ିଶା ଆସିଲେ ଦିଲ୍ଲୀର ୟେତି ଗୌତମ। ଚାଲି ଚାଲି ଦିଲ୍ଲୀରୁ ଆସିଛନ୍ତି ୟେତି। ସାଥୀରେ ଆସିଛି ତାଙ୍କ ପ୍ରିୟ କୁକୁର ବଟର। ଆଗେ ଆଗେ ମାଲିକ ଚାଲୁଥିବାବେଳେ ପଛେ ପଛେ ଚାଲିଛି ବଟର।

ବାଲେଶ୍ବର (କେନ୍ୟୁଜ): କୁକୁର ସହ ଚାରିଧାମ ଯାତ୍ରା । ନୋଏଡାରୁ ଓଡ଼ିଶା ଆସିଲେ ଦିଲ୍ଲୀର ୟେତି ଗୌତମ। ଚାଲି ଚାଲି ଦିଲ୍ଲୀରୁ ଆସିଛନ୍ତି ୟେତି। ସାଥୀରେ ଆସିଛି ତାଙ୍କ ପ୍ରିୟ କୁକୁର ବଟର। ଓଡିଶାର ବାଲେଶ୍ବରରେ ପହଞ୍ଚିଛନ୍ତି । ଆଗେ ଆଗେ ମାଲିକ ଚାଲୁଥିବାବେଳେ ପଛେ ପଛେ ଚାଲିଛି ବଟର। ନା ମାଲିକ ଥକୁଛି ନା କୁକୁର। ମନକୁ ଶାନ୍ତି ପାଇଁ ତାଙ୍କର ଏହି ପଦକ୍ଷେପ ବୋଲି କହିଛନ୍ତି ୟେତି। ଓଡ଼ିଶାର ଭାଷା, ସଂସ୍କୃତି ଓ ଭାଷାକୁ ଅନୁଭବ କରିବା ପାଇଁ ଏହା ଏକ ପ୍ରୟାସ ବୋଲି କହିଛନ୍ତି ୟେତି। ଓଡ଼ିଶାରେ ତାଙ୍କର ଏବେ ୧୫୭ ଦିନର ଯାତ୍ରା ସରିଥିବାବେଳେ ପୁରା ଯାତ୍ରା ଶେଷ ହେବାକୁ ଆହୁରି ଏକ ବର୍ଷ ଲାଗିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.