Browsing Tag

chardham yatra

Chardham Yatra : ଦୁଇଦିନ ଯାଏଁ ଚାରଧାମ ଯାତ୍ରା ସ୍ଥଗିତ, ପ୍ରବଳ ବର୍ଷା ଓ ଭୂସ୍ଖଳନ ସାଜିଛି ବାଧକ

ଉତ୍ତରାଖଣ୍ଡ : ଚାରଧାମ ଯାତ୍ରା କରିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର । ଉତ୍ତରାଖଣ୍ଡରେ ହେଉଥିବା ଚାରଧାମ ଯାତ୍ରାକୁ ୨ ଦିନ ଯାଏଁ ସ୍ଥଗିତ କରାଯାଇଛି । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଯାତ୍ରା ମଙ୍ଗଳବାର ଏବଂ ବୁଧବାର ବନ୍ଦ ରହିବ ବୋଲି…

ବିଗିଡ଼ିଲା ଉତ୍ତରାଖଣ୍ଡ ପାଣିପାଗ, ଚାରିଧାମ ଯାତ୍ରା ଅସ୍ଥାୟୀ ଭାବେ ବନ୍ଦ, ୩ ଶ୍ରଦ୍ଧାଳୁ ମୃତ

ଉତ୍ତରାଖଣ୍ଡ : କେଦାରନାଥ ଧାମ ଯିବାକୁ ଯୋଜନା କରୁଥିଲେ, ଆପଣଙ୍କ ପାଇଁ ବଡ଼ ଖବର । ଉତ୍ତରାଖଣ୍ଡରେ ପାଗରେ ପରିବର୍ତ୍ତନ ହୋଇଛି । ଶନିବାର ରାତିରୁ ବର୍ଷା ଲାଗି ରହିଛି । ତେଣୁ କେଦାରନାଥ ପ୍ରଶାସନ ତରଫରୁ ଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଯିବାଆସିବା…

ବଦ୍ରିନାଥ ଯାତ୍ରା ପୂର୍ବରୁ ମହାଭୋଗ ହୁଏ ୪୦କିଲୋ ଚାଉଳ ଓ ମାଂସ, ଜାଣନ୍ତୁ ଏହାକୁ ଖାଏ କିଏ ?

ଅକ୍ଷୟ ତୃତୀୟାରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀର ଦ୍ବାର ଖୋଲିବା ପରେ କେଦାରନାଥ ଦ୍ବାର ଏପ୍ରିଲ ୨୨ ଏବଂ ବଦ୍ରିନାଥର ଦ୍ବାର ୨୩ ତାରିଖରେ ଖୋଲିବ । ବଦ୍ରିନାଥ ଦ୍ବାର ଖୋଲିବା ପୂର୍ବରୁ ଜୋଶୀମଠର ପ୍ରସିଦ୍ଧ ନରସିଂହ ମନ୍ଦିର ପରିସରରେ ଏକ ଚମତ୍କାର ବୀର ତିମୁଣ୍ଡିଆ ମେଳା ଅନୁଷ୍ଠିତ ହୋଇଥିଲା ।…

ଆଜିଠାରୁ ଆରମ୍ଭ ଚାରଧାମ ଯାତ୍ରା, ଖୋଲିଲା ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ କପାଟ

ଉତ୍ତରାଖଣ୍ଡ ; ଉତ୍ତରାଖଣ୍ଡର ପବିତ୍ର ଚାରଧାମ ଯାତ୍ରା ୨୦୨୬ ଆଜିଠାରୁ ବିଧିବଧ ଭାବେ ଆରମ୍ଭ ହୋଇଛି । ଆଜି ପ୍ରଥମେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର କପାଟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ । ଏହାସହିତ ଲକ୍ଷଲକ୍ଷ ଭକ୍ତଙ୍କ ଆସ୍ଥା ଏବଂ ଭକ୍ତି ସହିତ ଜଡିତ ଚାରଧାମ ଯାତ୍ରା ଆରମ୍ଭ ହେବ ।…

ଚାରଧାମ ଯାତ୍ରା ପାଇଁ ଅଫଲାଇନ ପଞ୍ଜିକରଣ ଆରମ୍ଭ, ପ୍ରଥମ ଦିନରେ ୨,୭୧୩ ଜଣ ପଞ୍ଜିକରଣ ରେକର୍ଡ

ନୂଆଦିଲ୍ଲୀ : ଚାରଧାମ ଯାତ୍ରା ପାଇଁ ଅଫଲାଇନ ପଞ୍ଜିକରଣ ଆରମ୍ଭ ହୋଇଛି । ଉତ୍ତରାଖଣ୍ଡର ଚାରଧାମ ଯାତ୍ରା ପାଇଁ ଲକ୍ଷ ଲକ୍ଷ ଭକ୍ତ ପଞ୍ଜିକରଣ କରିସାରିଛନ୍ତି । ଅଫଲାଇନ୍ ପଞ୍ଜିକରଣ ଆରମ୍ଭ ହେବାର ପ୍ରଥମ ଦିନରେ, ୨,୭୧୩ ଜଣ ପଞ୍ଜିକରଣ ରେକର୍ଡ କରାଯାଇଥିଲା । ତୀର୍ଥଯାତ୍ରା ପାଇଁ ଅଫଲାଇନ୍…

ଚାରିଧାମ ଯାତ୍ରା ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟାରେ ପରିବର୍ତ୍ତନ, ଶୁଳ୍କ ଦେବେ ଶ୍ରଦ୍ଧାଳୁ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ଅନଲାଇନ୍ ପଞ୍ଜୀକରଣ ପାଇଁ ଏବେ ଲୋକମାନଙ୍କୁ ଶୁଳ୍କ ଦେବାକୁ ପଡିବ । ଶୁଳ୍କ ଚୂଡ଼ାନ୍ତ କରିବା ପାଇଁ ଗଡ଼ୱାଲ ଡିଭିଜନର ଅତିରିକ୍ତ କମିଶନରଙ୍କ ନେତୃତ୍ୱରେ ଏକ କମିଟି ଗଠନ…

ଚାରଧାମ ଯାତ୍ରା ଖୁବଶୀଘ୍ର, ଏପ୍ରିଲ ୨୨ରେ ଖୋଲିବ ବାବା କେଦାରନାଥଙ୍କ କପାଟ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ସ୍ଥିତ ପ୍ରସିଦ୍ଧ କେଦାନରନାଥ ମନ୍ଦିର କପାଟ ଆସନ୍ତା ଏପ୍ରିଲ ୨୨ରେ ବୃଷ ଲଗ୍ନରେ ଖୋଲିବ । ଏହାର ଘୋଷଣା ଶୀତକାଳୀନ ଗଦ୍ଦିସ୍ଥଳ ଓମକାରେଶ୍ବର ମନ୍ଦିରରେ ବିଧିବିଧାନ ସହିତ ହୋଇଛି । ଘୋଷଣା ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ମନ୍ଦିର ସମିତି…

ବିନା ଟ୍ରାଫିକ ଜାମରେ ଯାଇପାରିବେ ବଦ୍ରିନାଥ ଧାମ, ମାରୱାଡି ବାଇପାସ୍ ପ୍ରସ୍ତୁତ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଚାରଧାମ ଯାତ୍ରା ଏପ୍ରିଲ ମାସରୁ ଆରମ୍ଭ ହେବ । ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ରାସ୍ତା, ବିଜୁଳି, ପାନୀୟ ଜଳ ଏବଂ ସ୍ବାସ୍ଥ୍ୟ ସୁବିଧା ଆଦି ବ୍ୟବସ୍ଥା ଉପରେ କାମ ଚାଲିଛି । ୨୦୨୫ରେ ୫୦ ଲକ୍ଷ ଶ୍ରଦ୍ଧାଳୁ ଏବଂ ତୀର୍ଥ ଯାତ୍ରୀ ଉତ୍ତରାଖଣ୍ଡର ଚାରଧାମ…

ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ଚାରଧାମ୍ ର କପାଟ, ଜାଣନ୍ତୁ କେବେ ?

ଚାରଧାମ କୁ ଯାତ୍ରା କରିବା ପାଇଁ ଏବେ କିଛି ଲୋକଙ୍କ ଭିଡ ବଢିବାରେ ଲାଗୁଛି । କିନ୍ତୁ ଏବେ କପାଟ ବନ୍ଦ ହେବାର ସ୍ଥିତି ସାମନାକୁ ଆସିଛି । । ଚାରଧାମ ଯାତ୍ରୀ ବଦ୍ରିନାଥ,କେଦାରନାଥ,ୟମୁନେତ୍ରୀ ଏବଂ ଗୋଙ୍ଗତ୍ରୀ ର ଖୁବଖୀଘ୍ର କପାଟ ବନ୍ଦ ହେବାରେ ଲାଗିଛି । ବିଜୟା ଦଶମୀ ଦିନ ବଦ୍ରିନାଥ ଧାମର…

ଚାରଧାମ ଯାତ୍ରା ପାଇଁ ଦରକାର ଏହି ସବୁ ଜିନିଷ, ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଉତ୍ତରାଖଣ୍ଡ : ପାଗରେ ସୁଧାର ଆସିବା ପରେ ଉତ୍ତରାଖଣ୍ଡ ସରକାର ପୁଣି ଚାରଧାମ ଯାତ୍ରାର ରେଜିଷ୍ଟ୍ରେସନ୍ ଆରମ୍ଭ କରିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହୋଇଥିବା ଅନଲାଇନ ଏବଂ ଅଫଲାଇନ ପ୍ରକ୍ରିୟା ପୁଣି ଥରେ ଉପଲବ୍ଧ ହୋଇଛି । ଚାମୋଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରକାଶୀର ଜିଲ୍ଲା ମାଜିଷ୍ଟ୍ରେଟ୍…

ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, ଆଜିଠାରୁ ପୁଣି ଆରମ୍ଭ ହେଲା ଚାରଧାମ ଯାତ୍ରା

ଉତ୍ତରାଖଣ୍ଡ : ଚାରଧାମ ଯାତ୍ରା କରିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଉତ୍ତରାଖଣ୍ଡ ଚାରଧାମ ଯାତ୍ରା ଅସ୍ଥାୟୀ ଭାବେ ବନ୍ଦ ଥିଲା, ତାହା ପୁଣିଥରେ ଆଜିଠାରୁ ଆରମ୍ଭ ହେବ । ଯାତ୍ରା ଆରମ୍ଭ ହେବା ପରେ ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ଏବଂ ଖୁସି ଦେଖିବାକୁ ମିଳିଛି । ଲଗାତାର ପାଣିପାଗ…

ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ସ୍ଥଗିତ ହେଲା ଚାରିଧାମ ଯାତ୍ରା,ଫସି ଯାଇଥିବା ଶ୍ରଦ୍ଧାଳୁଙ୍କୁ SDRF ଟିମ୍‌ର ଉଦ୍ଧାର…

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି ।  ଲଗାଣ ବର୍ଷା ଯୋଗୁଁ କିଛି ସ୍ଥାନରେ ନଦୀଗୁଡିକ ଉଛୁଳି ପଡୁଛି ଏବଂ ଅନ୍ୟ ସ୍ଥାନରେ ଭୂସ୍ଖଳନ ଦେଖାଯାଉଛି । ବର୍ତମାନ ଏହି ଯାତ୍ରାକୁ ସ୍ଥଗିତ କରାଯାଇଛି । NDRF ଏବଂ SDRF ଟିମ ଫସି ଯାଇଥିବା ଯାତ୍ରୀ ମାନକୁ ଉଦ୍ଧାର କରିଥିଲେ ।…