ପ୍ରଥମ ସ୍ତ୍ରୀକୁ ଧୋକା ଦେଇ ଦ୍ୱିତୀୟ ବିବାହ କରୁଥିବାବେଳେ ଯୁବକକୁ ଉଠାଇନେଲା ପୋଲିସ୍

ଭୁବନେଶ୍ୱର(କେନ୍ଯୁଜ୍): ଦ୍ୱିତୀୟ ବିବାହ କରୁଥିବା ବେଳେ ଯୁବକଙ୍କୁ ଉଠାଇନେଲା ପୋଲିସ। ପ୍ରଥମ ସ୍ତ୍ରୀକୁ ଧୋକା ଦେଇ ଦ୍ୱିତୀୟ ବିବାହ କରୁଥିଲେ ଯୁବକ। ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ ଅନୁସାରେ ଯୁବକଙ୍କୁ ଘରୁ ଟେକି ନେଲା ଭରତପୁର ଥାନା ପୋଲିସ।

ଭୁବନେଶ୍ୱର ଭରତପୁର ସ୍ଥିତ ଏହି ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ଭରତପୁର ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.