Browsing Tag

second marriage

ସରକାରଙ୍କ ବିନା ଅନୁମତିରେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ଆସାମର ସରକାରୀ କର୍ମଚାରୀ

ବହୁବିବାହକୁ ନେଇ ଆସାମ ସରକାର ନିଜ କର୍ମଚାରୀମାନଙ୍କୁ କଡ଼ା ଚେତାବନୀ ଜାରି କରିଛନ୍ତି, ଯେଉଁଥିରେ ସ୍ପଷ୍ଟ ରୂପେ କୁହାଯାଇଛି ଯେ ଯଦି କୌଣସି କର୍ମଚାରୀଙ୍କ ସ୍ୱାମୀ କିମ୍ବା ସ୍ତ୍ରୀ ଏବେ ବି ଜୀବିତ ଅଛନ୍ତି, ତେବେ ସେ ସରକାରଙ୍କ ବିନା ଅନୁମତିରେ ପୁନଃ ବିବାହ କରିପାରିବେ ନାହିଁ। ଯଦି କେହି…

ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ କଲା ଦ୍ୱିତୀୟ ବିବାହ, ପ୍ରଥମ ପତ୍ନୀଙ୍କୁ ଛାଡପତ୍ର: ପାକିସ୍ତାନରେ ବଦଳାଇଲା…

ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ଦ୍ୱିତୀୟ ବିବାହ କରିଥିବା ଖବର ମିଳିଛି। ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ଦ୍ୱିତୀୟ ବିବାହ କରିଛନ୍ତି । ଖବର ମୁତାବକ, ପ୍ରଥମ ପତ୍ନୀ ମହଜବିନ ଏପର୍ଯ୍ୟନ୍ତ ଦାଉଦ ଇବ୍ରାହିମ ସହିତ ରହୁଛନ୍ତି । ଦାଉଦଙ୍କ ଦ୍ୱିତୀୟ ପତ୍ନୀ ଜଣେ ପାକିସ୍ତାନୀ ଏବଂ…

ସ୍ତ୍ରୀର ଦ୍ୱିତୀୟ ବିବାହ ବିଷୟରେ ଇନ୍‌ଷ୍ଟାଗ୍ରାମ୍‌ରୁ ଜାଣିଲା ସ୍ୱାମୀ, ଫୋନ୍‌ କରିବାରୁ କହିଲା-ଇଏ ଅଧିକ ସ୍ମାର୍ଟ ଆଉ…

ଲକ୍ଷ୍ମୌ: ବାହାଘର ପରେ ସୁନା ଗହଣା ନେଇ ଫେରାର ହୋଇ ଦ୍ୱିତୀୟ ବିବାହ କଲା ବୋହୂ। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ସାମ୍ନାକୁ ଆସିଛି ଏଭଳି ଏକ ମାମଲା। ଏଠାରେ ଏକ ନୂଆ ବୋହୂ ଘରୁ ସୁନା ଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଛି। ପୀଡ଼ିତ ସ୍ୱାମୀ ଗୋସାଇଗଞ୍ଜ ଥାନାରେ ଏନେଇ ମାମଲା ରୁଜୁ…

ଗର୍ଭବତୀ ପତ୍ନୀଙ୍କୁ ଶ୍ୱଶୁର ଘରେ ଛାଡ଼ି ୨ୟ ବିବାହ କଲା ସ୍ୱାମୀ: ଧରାପକାଇ ଦେଲା ଫେସ୍‌ବୁକ୍‌, ଏବେ ନ୍ୟାୟ ମାଗୁଛନ୍ତି…

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ନିଜର ସ୍ୱାମୀଙ୍କ ବିରୋଧରେ ଧୋଖା ଦେଇ ୨ୟ ବିବାହ କରିଥିବା ନେଇ ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ପତିଙ୍କ ବିରୋଧରେ ଥାନାରେ ଦେଇଥିବା ଏତଲାରେ କହିଛନ୍ତି ଯେ, ଅଭିଯୁକ୍ତ ୩ ମାସ ପୂର୍ବରୁ ଡେଲିଭରି ପାଇଁ ମୋର ମା’ ଘରେ ଛାଡ଼ିଦେଇଥିଲେ ।…

ପ୍ରଥମ ସ୍ତ୍ରୀକୁ ଧୋକା ଦେଇ ଦ୍ୱିତୀୟ ବିବାହ କରୁଥିବାବେଳେ ଯୁବକକୁ ଉଠାଇନେଲା ପୋଲିସ୍

ଭୁବନେଶ୍ୱର(କେନ୍ଯୁଜ୍): ଦ୍ୱିତୀୟ ବିବାହ କରୁଥିବା ବେଳେ ଯୁବକଙ୍କୁ ଉଠାଇନେଲା ପୋଲିସ। ପ୍ରଥମ ସ୍ତ୍ରୀକୁ ଧୋକା ଦେଇ ଦ୍ୱିତୀୟ ବିବାହ କରୁଥିଲେ ଯୁବକ। ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ ଅନୁସାରେ ଯୁବକଙ୍କୁ ଘରୁ ଟେକି ନେଲା ଭରତପୁର ଥାନା ପୋଲିସ। ଭୁବନେଶ୍ୱର ଭରତପୁର ସ୍ଥିତ ଏହି ଯୁବକଙ୍କୁ…

୫୩ ବର୍ଷ ବୟସରେ ମା’ କଲେ ପ୍ରେମ ବିବାହ, ଭାବବିହ୍ୱଳ ହୋଇ ଏମିତି କିଛି ପୋଷ୍ଟ କଲେ ପୁଅ

ମା’ଙ୍କ ବିବାହ କରାଇଲେ ପୁଅ। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ। ଯେଉଁ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜିମିତ ଗାନ୍ଧୀ ନାମକ ଜଣେ ଯୁବକ ତାଙ୍କ ମା’ଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଏକ ଭାବପ୍ରଣଣ ପୋଷ୍ଟ କରିଥିଲେ।…

ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଖବର ପାଇ ଶାଶୁ ଘର ଆଗରେ ଧାରଣାରେ ପତ୍ନୀ

ମହାକାଳପଡା (କେନ୍ଯୁଜ୍): ଶାଶୁ ଘର ଆଗରେ ଧାରଣା । ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଖବର ପାଇ ଧାରଣାରେ ବସିଲେ ପତ୍ନୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅଧିନ କୋଚିଳା ଗାଁର ଅଭାବନୀୟ ଘଟଣା । ମହିଳା ଜଣକ ହେଲେ ସ୍ଥାନୀୟ ବରକନ୍ଧା ଗାଁର ସୂଦର୍ଶନ ବେହେରାଙ୍କ ଝିଅ ରଶ୍ମିତା । ୮ବର୍ଷ…

ସ୍ତ୍ରୀର ଦ୍ୱିତୀୟ ବାହାଘର ଭାଙ୍ଗିଲେ ସ୍ବାମୀ, ଖବର ପାଇ ପହଁଚିଲେ ଥାନାରେ

ଯାଜପୁର ଟାଉନ୍: ସ୍ତ୍ରୀର ଦ୍ୱିତୀୟ ବିବାହ ଘରେ ହେଉଥିବା ଖବର ପାଇ ଥାନାରେ ଦ୍ୱାରସ୍ଥ ହେଲେ ସ୍ୱାମୀ। ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ କଂଟିଗଡିଆ ଗାଁର ଭାଗ୍ୟଧର ଦାସ । ଲକ୍ଷ୍ମଣପୁର ଗାଁରେ ନିଜ ସ୍ତ୍ରୀ ଅନ୍ୟ ଏକ ସ୍ଥାନରେ ବିବାହ କରୁଥିବା ନେଇ ଯାଜପୁର ଥାନାରେ ଅଭିଯୋଗ କରିଥିଲେ ।…

ସ୍ୱାମୀଙ୍କ ଦ୍ୱିତୀୟ ବିବାହକୁ ବିରୋଧ କରି ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

କେନ୍ଦୁଝର: ସ୍ୱାମୀଙ୍କ ଦ୍ୱିତୀୟ ବିବାହକୁ ବିରୋଧ କରି ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ । କେନ୍ଦୁଝର ଜିଲ୍ଲା ଗୋରୁମହିସାଣି ଥାନା ଡଙ୍ଗାପାଣି ଗାଁର ପୂର୍ଣ୍ଣିମା ନାୟକ ତେଲକୋଈ ଥାନା ହାଲପୋଡ଼ି ଗାଁର ମୁକେଶ ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ବିବାହର କିଛି ଦିନ ପରେ ମୁକେଶ ଦ୍ୱିତୀୟ…

ଧୋକା ଦେଇ ଦ୍ୱିତୀୟ ବିବାହ କଲା ପ୍ରତାରିତ ସ୍ୱାମୀ, ବିଂଝାରପୁର ଥାନାରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି ପ୍ରଥମ…

ଯାଜପୁର ଟାଉନ୍: ପତ୍ନୀକୁ ଧୋକା ଦେଇ ଦ୍ୱିତୀୟ ବିବାହ କଲା ପ୍ରତାରିତ ସ୍ୱାମୀ। ପ୍ରଥମ ସ୍ତ୍ରୀ କୁ ଆକ୍ରମଣ କରି ଘରୁ ତଡି ଦେବା ପରେ ଥାନାରେ ଏନେଇ ଅଭିଯୋଗ କରିଛନ୍ତି ପ୍ରଥମ ସ୍ତ୍ରୀ। ଯାଜପୁର ଜିଲା ବିଂଝାରପୁର ଥାନା ମାଂସଡା ଗ୍ରାମର ନିରଂଜନ ଜେନାଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ।…

ଦ୍ୱିତୀୟ ବିବାହ ପାଇଁ ଆୟୋଜନ ଚାଲିଥିଲା ବେଳେ ପହଞ୍ଚିଲେ ପ୍ରଥମ ସ୍ୱାମୀ

ଭୁନେଶ୍ୱର(କେନ୍ୟୁଜ୍): ଦ୍ୱିତୀୟ ବିବାହ ପାଇଁ ଆୟୋଜନ ଚାଲିଥିଲା। ଆଉ ଏତିକିବେଳେ ପହଞ୍ଚିଗଲେ ପ୍ରଥମ ସ୍ୱାମୀ। ଅଧାରୁ ଅଟକିଗଲା ବାହାଘର। ଭୁନେଶ୍ୱରରେ ଘଟିଛି ଏଭଳି ଘଟଣା। ଗତ ୬ ବର୍ଷ ତଳେ ଯୁବତୀଙ୍କର ଦେଖା ହୋଇଥିଲା ଅନୁଗୁଳର ରମେଶ ବାରିକଙ୍କ ସହ। ଏହାପରେ ପ୍ରେମ ଏବଂ ବାହାଘର। ୨୦୧୩ରେ…

ଦ୍ୱିତୀୟ ବିବାହ ଉଦ୍ୟମ ବେଳେ ହଟହଟା ବର, ବାହା ବେଦିରୁ ଉଠାଇନେଲା ପୋଲିସ

ଅନୁଗୁଳ : ଦ୍ୱିତୀୟ ବିବାହ ଉଦ୍ୟମ ବେଳେ ହଟହଟା ହେଲା ବର। ବାହା ବେଦିରୁ ଯୁବକଙ୍କୁ ଗିରଫ କରି ଉଠାଇନେଲା ହିନ୍ଦୋଳ ପୋଲିସ । ଅନୁଗୁଳ ଥାନା ମଝିକା ମନ୍ଦିରରେ ବିବାହ ଚାଲୁଥିବା ବେଳେ ପୋଲିସ ହାତରେ ଧରା ପଡିଛି ଯୁବକ ଜଣକ। ସେ ବିବାହିତ ହୋଇଥିବା ବେଳେ ପୁଣି ଥରେ ଆଉ ଜଣେ ଯୁବତୀଙ୍କୁ ବିବାହ…