ଭୁବନେଶ୍ବର ଭୀମଟାଙ୍ଗୀ ଅଂଚଳରେ ଯୁବତୀଙ୍କ ଆତ୍ମହତ୍ୟା, ଡାକ୍ତରଙ୍କ ଘରୁ ମିଳିଲା ଯୁବତୀଙ୍କ ମୃତଦେହ

ଭୁବନେଶ୍ବର: ପ୍ରେମ ପାଇଁ ଯୁବତୀଙ୍କ ଆତ୍ମହତ୍ୟା । ଡାକ୍ତରଙ୍କ ଘରୁ ମିଳିଲା ଯୁବତୀଙ୍କ ମୃତଦେହ | ମୃତ ଯୁବତୀଙ୍କ ନାଁ ମମାଲି ଜେନା । ଯୁବତୀଙ୍କ ଘର ଭୁବନେଶ୍ବର ଭୀମଟାଙ୍ଗୀ ଅଂଚଳରେ । ଯୁବତୀ ଜଣଙ୍କ ଡାକ୍ତରଙ୍କ ଘରକୁ କାମ କରିବା ପାଇଁ ଯାଆନ୍ତି ।

ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଲା ପରେ ଘଟଣାସ୍ଥଳରେ ଏୟାରଫିଲଡ଼ ଥାନା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଶବକୁ ହସ୍ତାନ୍ତର କରାଯାଇଛି । ଯୁବତୀଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୋଗ କୁଲୁ ଦାସ ନାମକ ଜଣେ ଯୁବକ ତାଙ୍କ ଝିଅକୁ ପ୍ରେମ କରୁଥିଲା । ସେ ଗାଳି ଗୁଳଜ କରିବାରୁ ଝିଅ ଆତ୍ମାହତ୍ୟା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.