Below header

ଗଂଜାମ: ବେଆଇନ ବିସ୍ଫୋରକ ରଖିବା ଅଭିଯୋଗରେ ଗିରଫ ହେଲେ ଯୁବକ

କେନ୍ୟୁଜ (ବ୍ୟୁରୋ): ବେଆଇନ୍‌ ବିସ୍ଫୋରଣ ରଖିବା ଅଭିଯୋଗରେ ଜଣେ ଗିରଫ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ । ଗଂଜାମର ରମ୍ଭା ଅଂଚଳରୁ  ଯୁବକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । ଗିରଫ ହୋଇଥିବା ଯୁବକଙ୍କ ନାଁ ସରୋଜ ପଟ୍ଟନାୟକ ବୋଲି ଜଣାଯାଇଛି । ସେ ଜଣେ ପେସାଦାର ଅପରାଧୀ ବୋଲି ସୂଚନା ମିଳିଛି ।

illegal

ତାଙ୍କ ନିକଟରୁ ୩୩୨ଟି ବ୍ୟାଗରେ ୧୯୬ କ୍ୱିଣ୍ଟାଲ ଆମୋନିୟମ୍‌ ନାଇଟ୍ରେଟ୍‌ ଜବତ ହୋଇଛି । ଏହାସହ ୧୦ ହଜାର ୪୦୬ଟି ଡିଟୋନେଟର, ୩ହଜାର ୨ଶହ ଜିଲେଟିନ୍‌ ଷ୍ଟିକ୍‌ ବି ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଚଢାଉ କରିଥିଲା ଏସଟିଏଫ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.