ସୁନ୍ଦରଗଡ଼ : ବାର୍‌ହା ଫାଶରେ ଫସି ଯୁବକର ମୃତ୍ୟୁ

ସୁନ୍ଦରଗଡ଼ (କେ ନ୍ୟୁଜ୍‌) : ବିଷାକ୍ତ ମଣିଷର ପଶୁ ପ୍ରକୃତି !  ବାରହା ଶିକାର କରିବାକୁ ବିଛାଇଥିବା ଜାଲରେ ଫସିଗଲେ ଜଣେ ନୀରିହ ଯୁବକ। ଏହି  ବାରହା ଜାଲରେ ଫସି ଜଣେ ଯୁବକର ମୃତ୍ୟୁ ହୋଇଛି । ହେମଗିର ଥାନା ମୁଣ୍ଡେରଖେତ ଗ୍ରାମରେ ଏହି ଅଘଟଣ ଘଟିଛି । ମୃତ ଯୁବକଙ୍କ ନାଁ ଲକ୍ଷ୍ମୀ ପ୍ରଧାନ ବୋଲି ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.