ଭାରତର ଉଚ୍ଚତମ ଶୃଙ୍ଗ ଉପରେ ସୂର୍ଯ୍ୟ ନମସ୍କାର କରି ଚର୍ଚ୍ଚାରେ ଓଡିଶା ପୁଅ

କଣ୍ଟାମାଳ(କେନ୍ଯୁଜ୍) : ଭାରତର ଉଚ୍ଚତମ ଶୃଙ୍ଗ ସିକିମ ରାଜ୍ୟର ଗୁରୁ ଡଂଗରମ ହ୍ରଦ କୂଳରେ ସୂର୍ଯ୍ୟ ନମସ୍କାର କରି ପ୍ରଂଶସା ସାଉଁଟିଲେ ଯୁବକ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ନିକଟ ନୃପା ଗାଁର ଦିବାକର ଆର୍ଯ୍ୟ ସାଉଁଟିଛନ୍ତି ଏହି ପ୍ରଶାଂସା । ଦିବାକର ପାଖାପାଖି ୧୭ ହଜାର ୮ଶହ ଫୁଟ ଉଚ୍ଚତାରେ ଗୁରୁ ଡଂଗରମ ହ୍ରଦ କୂଳରେ ଏହି ସୂର୍ଯ୍ୟ ନମସ୍କାର କରିଛନ୍ତି ସେ ।

ତାଙ୍କର ଏହି ଉଦ୍ୟମକକୁ ଏବେ ସବୁ ମହଲରେ ବେଶ ପ୍ରଂଶସା କରାଯାଉଥିବାବେଳେ , ତାଙ୍କର ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.