ଜମି ଦେବାକୁ କହି ୫୦ ଲକ୍ଷ ଟଙ୍କା ନେଇ ମାରିଥିଲା ଛୁ, ଉତ୍ତରପ୍ରଦେଶରୁ ପର୍ଶୁରାମ କାଣ୍ଡିକୁ ଗିରଫ କଲା ପୋଲିସ୍

ଭୁବନେଶ୍ୱର (କେନ୍ୟୁଜ): ଜମି ଦେବାକୁ କହି ୫୦ ଲକ୍ଷ ଟଙ୍କା ନେଲେ । ଆଉ ଜମି ନ ଦେଇ ଠକିଦେଲେ । କିଛି ଏଭଳି ଅଭିଯୋଗ ଆସିବା ପରେ ପର୍ଶୁରାମ କାଣ୍ଡିକୁ ଗିରଫ କଲା ବଡଗଡ ଥାନା ପୋଲିସ। ଉତ୍ତରପ୍ରଦେଶର ମହମ୍ମଦାବାଦ୍‌ରୁ ଗିରଫ କଲା ବଡଗଡ ଥାନା ପୋଲିସ।

ପର୍ଶୁରାମ ଭୁବନେଶ୍ୱର ଅଞ୍ଚଳରେ ଜମି ଦେବାକୁ କହି ମଧ୍ୟ ୨୩ ଲକ୍ଷ ଟଙ୍କା ଠକେଇ କରିଥିଲା। ସେୟାର ମାର୍କେଟରେ ଲାଭ କରାଇଦେବାକୁ କହି ୨୭ ଲକ୍ଷ ଟଙ୍କା ଠକିଥିଲା। ତା ନାଁରେ ବଡଗଡ ଥାନାରେ ୪ଟି ମାମଲା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.