Browsing Tag

A vehicle of forest department burnt

ଜଙ୍ଗଲ ନିଆଁରେ ଜଳିଗଲା ବନ ବିଭାଗର ଗାଡି

ସୁନ୍ଦରଗଡ (କେନ୍ୟୁଜ) : ଜଙ୍ଗଲ ଭିତରେ ଜଳିଗଲା ବନବିଭାଗର ଗାଡି । ଜଙ୍ଗଲ ପାଖରେ ଗାଡି ରଖି ଭିତରକୁ ନିଆଁ ଲିଭାଇବାକୁ ଯାଇଥିବା ବେଳେ ଗାଡିରେ ଲାଗିଗଲା ନିଆଁ । ସଦର ଫରେଷ୍ଟ ରେଂଜ ଭବାନୀପୁର ନିକଟରେ ଘଟିଛି ଘଟଣା । ଜଙ୍ଗଲ ଭିତରେ ନିଆଁ ଲାଗିଥିବା ଖବର ପାଇବା ପରେ ଏକ ଟିମ ସେଠାକୁ…