Browsing Tag

aadhar pan link

ପାନ୍‌ କାର୍ଡ ଅଛି ତ ସରକାର ଲଗାଇବେ ୧୦୦୦ ଟଙ୍କା ଜରିମାନା, ସମୟ ପୂର୍ବରୁ ଜାଣିନିଅନ୍ତୁ ନିୟମ

ଆର୍ଥିକ ଲେଣଦେଣ କରିବା ପାଇଁ ପାନ କାର୍ଡର ଆବଶ୍ୟକତା ବହୁତ ଜରୁରୀ । ଦେଶରେ ପାନ କାର୍ଡ ପ୍ରତି ବ୍ୟକ୍ତିଙ୍କୁ ଦିଆଯାଉଥିବା ଏକ ବିଶେଷ ନମ୍ବର, ଯାହା ସାହାଯ୍ୟରେ ସହଜରେ ବଡ ବଡ ଆର୍ଥିକ ଲେଣଦେଣ କରିହୁଏ । ଯଦିଓ ପାନ କାର୍ଡକୁ ନେଇ ଏବେ ବିଶେଷ କଥା ଲୋକଙ୍କୁ ଜାଣିବା ନିହାତି ଜରୁରୀ । ନଚେତ…

ଆଉ ନିଅନ୍ତୁନି ଟେନସନ୍‌ ! ପାନ୍‌ ସହ ଆଧାରକୁ ସଂଯୋଗ କରିବାର ତାରିଖ ବଢ଼ାଇଲେ ସରକାର

କଣ ଆପଣ ପାନ ଆଧାର କାର୍ଡ ଲିଙ୍କ କରାଇନାହାଁନ୍ତି ବୋଲି ଟେନସନରେ ଅଛନ୍ତି । ସଂଯୋଗ ନକଲେ ପାନ୍‌ କାର୍ଡ ନିଷ୍କ୍ରୀୟ ହୋଇଯିବ ତାହା ଭାବି ଚିନ୍ତାରେ ଅଛନ୍ତି । ତାହେଲେ ଏଥିପାଇଁ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ ।

୩୧ ମାର୍ଚ୍ଚ ସୁଦ୍ଧା କରାନ୍ତୁ ଆଧାର-ପାନ୍‌ ଲିଙ୍କ, ପରେ କଲେ ଦେବେ ୧୦୦୦ ଟଙ୍କା ଜରିମାନା

ଆପଣ ଆଧାର-ପାନ୍‌ ଲିଙ୍କ କରିଛନ୍ତି ତ ? ଯଦି କରିନାହାନ୍ତି ଆଜି ହିଁ ତୁରନ୍ତ କରିଦିଅନ୍ତୁ। ଆଧାର ଏବଂ ପାନ୍‌ ଲିଙ୍କ୍‌ ହେବା ନେଇ ଏପ୍ରିଲ ୧ ତାରିଖରୁ ଅନିବାର୍ଯ୍ୟ କରିଦିଆଯାଇଛି। ଯଦି ଆପଣଙ୍କ ଏପର୍ଯ୍ୟନ୍ତ କରିନାହାନ୍ତି, ତେବେ ଆସନ୍ତାକାଲି ମଧ୍ୟରେ କରିଦିଅନ୍ତୁ। ନଚେତ ଆପଣଙ୍କୁ ଜରିମାନା…

ମାତ୍ର ଗୋଟେ ମିନିଟ ଭିତରେ ଆଧାର ସହିତ ଲିଙ୍କ କରିପାରିବେ ପ୍ୟାନ, ଆୟକର ବିଭାଗ ଦେଲା ଟିପ୍ସ

ଆୟକର ବିଭାଗ ସୋମବାର ଟ୍ୱିଟ ମାଧ୍ୟମରେ ଏକ ମହତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଖୁବ କମ ସମୟ ଭିତରେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିବା ସହିତ ସହଜରେ ଇ- ଭେରିଫାଇ କରିବା ପାଇଁ ଲୋକଙ୍କୁ ନିଜ ନିଜ ପ୍ୟାନ ସହିତ ଆଧାର ଲିଙ୍କ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । କହିରଖିବା ଉଚିତ ହେବକି ଆଧାର ଓ…