AirAsia ସିଇଓ ବିନା ସାର୍ଟରେ ନେଲେ ମ୍ୟାନେଜମେଣ୍ଟ୍ର ମିଟିଂ, ସୋସିଆଲ ମିଡିଆରେ ଟ୍ରୋଲିଂର ଶିକାର
ଏୟାର ଏସିଆର ସିଇଓ ଟୋନି ଫର୍ଣ୍ଣାଣ୍ଡିସଙ୍କ ଏକ ଫଟୋକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ୍ କରାଯାଉଛି। ଏଥିରେ ଏୟାର ଏସିଆ ସିଇଓ ବିନା ସାର୍ଟରେ ମସାଜ ଉପଭୋଗ କରୁଥିବା ଦେଖାଯାଉଛନ୍ତି। ସେ ନିଜେ ଏହି ଫଟୋକୁ ଲିଙ୍କଡଇନରେ ସେୟାର କରିଛନ୍ତି ଏବଂ ଲୋକମାନଙ୍କୁ କହିଛନ୍ତି ଯେ ସେ ଏଭଳି …