Browsing Tag

air lift

ମଝି ସମୁଦ୍ରରେ ଫସିଥିଲେ ୧୧ ମତ୍ସ୍ୟଜୀବୀ, ଦେବଦୂତ ସାଜି କୋଷ୍ଟଗାର୍ଡ ହେଲିକପ୍ଟର କଲା ଏୟାର ଲିଫ୍ଟ

କେନ୍ୟୁଜ୍(ବ୍ୟୁରୋ): ମଝି ସମୁଦ୍ରରୁ ଉଦ୍ଧାର ହେଲେ ସମସ୍ତ ୧୧ ମତ୍ସ୍ୟଜୀବୀ । ଗଞ୍ଜାମ ସୋନାପୁର ନିକଟସ୍ଥ ସମୁଦ୍ରରେ ଫସିଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏୟାରଲିଫ୍ଟ ପାଇଁ ଭୁବନେଶ୍ୱରରୁ ଯାଇଥିଲା କୋଷ୍ଟଗାର୍ଡ ହେଲିକପ୍ଟର । ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି…

ବାଧକ ସାଜିଲା ବରଫ! ବାହାଘର ପାଇଁ ଏୟାରଲିଫ୍ଟ ହେଲେ ଓଡିଆ ବିଏସଏଫ ଯବାନ

କାମାକ୍ଷାନଗର(କେନ୍ୟୁଜ୍):  କାମାକ୍ଷାନଗର  ବିବାହ ପାଇଁ ସରିଯାଇଥିଲା ସମସ୍ତ ପ୍ରସ୍ତୁତି। ନବବଧୂ ପାଇଁ ଶାଢି,ଶଙ୍ଖା ,ସିନ୍ଦୁର ସହ ଗହଣା ବି କିଣା ସରିଥିଲା। ଜମ୍ମୁ କଶ୍ମିର ସୀମାରେ ନିୟୋଜିତ ବିଏସଏଫ୍‌ ଯବାନ ନାରାୟଣ ବେହେରାଙ୍କ ବିବାହ ପାଇଁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଆଦିପୁରା…