Browsing Tag

animal injection

ମଣିଷକୁ ପଶୁ ଭାବିଲେଣି ଏହି ଡାକ୍ତର, ଅଣ୍ଟା ବ୍ୟଥା ଜାଗାରେ ଦେଲେ ପଶୁ ଇଞ୍ଜେକ୍ସନ

ମୟୂରଭଞ୍ଜ (କେନ୍ୟୁଜ୍): ପୁଣି ଜଣେ ବ୍ୟକ୍ତି ନକଲି ଡାକ୍ତରଙ୍କ ଶିକାର। ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଗ୍ରାମପଞ୍ଚାୟତ ଗୌଡିବାହାଳି ଗାଁର ଦୈତାରୀ ମହନ୍ତଙ୍କୁ ବି ନକଲି ଡାକ୍ତର ପଶୁ ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଛି। ଅଣ୍ଟା ବ୍ୟଥା ପାଇଁ ପଶୁଙ୍କ ପାଇଁ ବ୍ୟବହୃତ ଇଞ୍ଜେକ୍ସନ ଦେଇଥିବା…

ମଣିଷକୁ ପଶୁ ଇଞ୍ଜେକ୍‌ସନ ଦିଆଯିବା ଘଟଣା: ମହୁଲଡିହି ଥାନାରେ ମାମଲା ରୁଜୁ

କରଞ୍ଜିଆ(କେନ୍ୟୁଜ୍):ମଣିଷକୁ ପଶୁ ଇଞ୍ଜେକ୍‌ସନ ଦିଆଯିବା ଘଟଣାରେ ମହୁଲଡିହି ଥାନାରେ ମାମଲା ରୁଜୁ । ନକଲି ଡାକ୍ତରଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ପଶୁ ଇଞ୍ଜେକସନ ନେଇଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେପଟେ ନକଲି ଡାକ୍ତରଙ୍କୁ…