ଭାରତୀୟ ରେଳ ବିଭାଗର ନୂଆ ନିୟମ: କନଫର୍ମ ଟିକେଟ୍ ଥିବା ଯାତ୍ରୀଙ୍କୁ ମିଳିବ ପ୍ଲାଟଫର୍ମ ଭିତରକୁ ଯିବାକୁ ଅନୁମତି !
ନୂଆଦିଲ୍ଲୀ: ନିକଟରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟଣା ସମଗ୍ର ଦେଶରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଘଟଣାରେ ପ୍ରାୟ ୧୮ ଜଣଙ୍କ ଜୀବନ ଯାଇଥିଲା । ତେବେ ଆଗାମୀ ଭବିଷ୍ୟତରେ ଯେପରି ଏମିତି ଦୁଃଖଦ ଘଟଣା କେବେ ନ ଘଟୁ, ସେଥିପାଇଁ ରେଳ ବିଭାଗ ପକ୍ଷରୁ ଆଖିଦୃଶିଆ ପଦକ୍ଷପ…