Browsing Tag

Assembly

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍, ଡିସେମ୍ବରରେ ୧ ଏବଂ ୫ରେ ହେବ ମତଦାନ

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଏହି ନିର୍ବାଚନରେ ୨ଟି ପର୍ଯ୍ୟାୟରେ ହେବ ମତଦାନ । ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ଓ ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୮ ତାରିଖରେ ଗଣତି ପରେ ବାହାରିବ ରେଜଲ୍ଟ । ତାରିଖ ଘୋଷଣା ସହ ଆଜିଠୁ ଗୁଜରାଟରେ…

ଧାମନଗର ଆସନ ଖାଲି ନେଇ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ: ନିର୍ବାଚନ କମିଶନଙ୍କୁ  କରାଗଲା ଅବଗତ

ଭୁବନେଶ୍ବର(କେନ୍ୟୁଜ୍): ଧାମନଗର ବିଧାନସଭା ଆସନ ଖାଲି ନେଇ ବିଜ୍ଞପ୍ତି । ଧାମନଗର ଆସନ ଖାଲି ନେଇ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି । ନିର୍ବାଚନ କମିଶନଙ୍କୁ ବିଧାନସଭା ପକ୍ଷରୁ କରାଗଲା ଅବଗତ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଜଣାଗଲା । ଧାମନଗର ଆସନ ନେଇ…

୪୬ % ମାର୍କ ରଖିଥିବା ଡିଗ୍ରୀ କଲେଜର ଅଧ୍ୟକ୍ଷାଙ୍କ ବହିସ୍କାର ଦାବିରେ ବିଧାନସଭା ଆଗରେ ଧାରଣା ଜାରି, ଉଚ୍ଚ ଅଫିସରଙ୍କୁ…

କେନ୍ୟୁଜ(ବ୍ୟୁରୋ) : ଦୀର୍ଘ ଦିନର ପୁଞ୍ଜିଭୁତ କ୍ରୋଧ ଆଜି ବିସ୍ଫୋରଣର ରୂପ ନେଇଛି । ଫଳରେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଜପକୁଦ ମହିଳା ଡିଗ୍ରୀ କଲେଜର କିଛି କର୍ମଚାରୀ ଓ ଉକ୍ତ ଅଂଚଳର ଜନସାଧାରଣ । ଅଭିଯୋଗ ଅନୁଯାୟୀ, ଦୀର୍ଘ ମାସ ଧରି ବିଭିନ୍ନ ଚିଠି ମାଧ୍ୟମରେ ଉକ୍ତ କଲେଜର ଅଧ୍ୟକ୍ଷା…

ବିଧାନସଭା ଶୂନ୍ୟକାଳରେ ଉଠିଲା କାଶୀପୁର କଲେରା ପ୍ରସଙ୍ଗ : ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭା ପ୍ରଶ୍ନକାଳରେ ପୁଣି ଉଠିଲା କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିବା ପ୍ରସଙ୍ଗ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଉତ୍କଳ ଆଲୁମିନା ପାଣିକୁ ବିଶୋଧନ ନକରି ଦୂଷିତ ପାଣି ଛାଡୁଥିବାରୁ ଝାନ୍ତାବାନ୍ତି ବ୍ୟାପୁଛି । ଏନେଇ…

ଗୃହରେ ରୁଚିକା ଆତ୍ମହତ୍ୟା ତାତି : ବିଧାନସଭାରେ ହୋହଲ୍ଲା କଲେ ବିରୋଧୀ, ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି

ଭୁବନେଶ୍ୱର (କେନ୍ୟୁଜ): ଗୃହରେ ଉଠିଲା ବିଜେବି କଲେ ରାଗିଂ ପ୍ରସଙ୍ଗ । ପ୍ରଶ୍ନକାଳ ଆରମ୍ଭରୁ ରାଗିଂ ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି । ଗୃହର ମଧ୍ୟଭାଗରେ ବିରୋଧୀଙ୍କ ହଟ୍ଟଗୋଳ । ବାଚସ୍ପତିଙ୍କ ପୋଡିୟମ ଆଗରେ ବିରୋଧୀଙ୍କ ହୋହଲ୍ଲା । ଉଭୟ କଂଗ୍ରେସ ଓ ବିଜେପି…