Browsing Tag

Athiya Shetty

ଖରାପ ଫର୍ମ ଦେଇ ଗତି କରୁଥିବା କେଏଲ୍‌ ରାହୁଲ ଓ ପତ୍ନୀ ଆଥିୟା କଲେ ବାବା ମହାକାଳଙ୍କୁ ଦର୍ଶନ; ଦେଖିଲେ ବାବାଙ୍କ ଭସ୍ମ…

ଭାରତୀୟ କ୍ରିକେଟର କେଏଲ୍‌ ରାହୁଲ ରବିବାର ନିଜ ପତ୍ନୀ ତଥା ଅଭିନେତ୍ରୀ ଆଥିୟା ସେଟ୍ଟିଙ୍କ ସହ ଉଜ୍ଜୈନର ବାବା ମହାକାଳଙ୍କ ଦରବାରରେ ପହଞ୍ଚିଛନ୍ତି ଏବଂ ଏଠାରେ ଉଭୟ ବାବାଙ୍କ ଭସ୍ମ ଆଳତିରେ ସାମିଲ ହୋଇଛନ୍ତି। ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା କେଏଲ୍‌ ରାହୁଲ ଓ ଆଥିୟା ମହାକାଳଙ୍କ…

ଆଥିୟା ସେଟ୍ଟିଙ୍କ ବିବାହ ଲେହେଙ୍ଗା ବହୁତ ଖାସ୍‌; ତିଆରି କରିବାକୁ ଲାଗିଥିଲା ୧୦,୦୦୦ ଘଣ୍ଟା!

ବଲିଉଡ୍‌ ଅଭିନେତ୍ରୀ ଆଥିୟା ସେଟ୍ଟି ଓ ଭାରତୀୟ କ୍ରିକେଟର କେଏଲ୍‌ ରାହୁଲ ୨୩ ଜାନୁୟାରୀରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୁନିଲ ସେଟ୍ଟିଙ୍କ ଖଣ୍ଡାଲାସ୍ଥିତ ବଙ୍ଗଳାରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ଆଥିୟା ଓ କେଏଲ୍‌ ରାହୁଲଙ୍କ ବିବାହକୁ ଫ୍ୟାନ୍‌ମାନେ ଦୀର୍ଘ ଦିନରୁ ଉତ୍ସାହର…

କେଏଲ୍‌ ରାହୁଲଙ୍କ ହାତ ଧରିଲେ ଆଥିୟା ସେଟ୍ଟି; ବିବାହ ପରେ ବାହାରକୁ ଆସି ମିଡିଆକୁ ମିଠା ବାଣ୍ଟିଲେ ସୁନିଲ ସେଟ୍ଟି

ସୁନିଲ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟି ସବୁଦିନ ପାଇଁ କ୍ରିକେଟର କେଏଲ୍‌ ରାହୁଲଙ୍କ ହାତ ଧରିଛନ୍ତି। ଦୁଇ ସେଲିବ୍ରିଟିଙ୍କ ବିବାହ ସୁନିଲ ସେଟ୍ଟିଙ୍କ ଖଣ୍ଡାଲାସ୍ଥିତ ବଙ୍ଗଳାରେ ସମ୍ପନ୍ନ ହୋଇଛି। ଏହି ବିବାହରେ ବଲିଉଡ୍‌ ଏବଂ କ୍ରିକେଟ ଜଗତର ବଛା ବଛା ଷ୍ଟାର୍‌ଙ୍କୁ ଆମନ୍ତ୍ରଣ କରାଯାଇଥିଲା।…

ବାଂଲାଦେଶ ସିରିଜ୍‌ ପରେ କେଏଲ୍‌ ରାହୁଲ ଓ ଆଥିୟା ସେଟ୍ଟୀଙ୍କ ବିବାହ; ବିସିସିଆଇଠୁ ମାଗିଲେ ବ୍ରେକ୍‌!

ଭାରତୀୟ ଟିମ୍‌ର ଓପ୍‌ନର ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ ବହୁତ ଜଲ୍‌ଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ବଲିଉଡ୍‌ର ଭେଟେରାନ କଳାକାର ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀଙ୍କୁ ବିବାହ କରିବେ। ଏହି କଥାକୁ ନେଇ ମିଡିଆରେ ଜୋର୍‌ସୋରରେ ଚର୍ଚ୍ଚା ଚାଲିଛି। ନିଜେ ସୁନିଲ ସେଟ୍ଟୀ…

ହାତକୁ ଦୁଇ ହାତ ହେବେ କେଏଲ୍‌ ରାହୁଲ ଓ ଆଥିୟା ସେଟ୍ଟୀ, ଡିସେମ୍ବରରେ ହୋଇପାରେ ବିବାହ !

ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ କ୍ରିକେଟର କେଏଲ୍‌ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟି । ଅନେକ ସମୟ ହେବ ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି । ଆଥିୟା ହେଉଛନ୍ତି ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ । ବିବାହର ଭେନ୍ୟୁ ଫାଇନାଲ୍‌ ହୋଇସାରିଛି । ତେବେ ବିବାହ ତାରିଖ ସ୍ଥିର ହୋଇନାହିଁ…