ଅଟିଜିମ୍ ସମ୍ପର୍କରେ ସଚେତନତା ସୃଷ୍ଟି କଲା ଟିପିଏସ୍ଓ ଡିଏଲ୍,ବ୍ରହ୍ମପୁରରେ ‘ତନଭି ଦି ଗ୍ରେଟ୍’ ଚଳଚ୍ଚିତ୍ର ପ୍ରଦର୍ଶିତ
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍), ଅନୁପମ ଖେର ଷ୍ଟୁଡିଓ ସହଭାଗିତାରେ ବ୍ରହ୍ମପୁରସ୍ଥିତ ଗୌତମ ସିନେମା ହଲରେ ‘ତନଭି ଦି ଗ୍ରେଟ୍’ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମର ଆୟୋଜନ କରିଛି । ସ୍ନାୟୁ ବିବିଧତା ତଥା ଅଟିଜିମ୍…