Teacher Achievement: ଗାଁ ସ୍କୁଲରୁ ଦିଲ୍ଲୀ ଦରବାର, ଓଡ଼ିଶାର ଗୁରୁଙ୍କୁ ସଲାମ
ଓଡ଼ିଶାର ମାଟିରୁ ଦିଲ୍ଲୀ ଦରବାର । ଶିକ୍ଷାଦାନରେ ନୂଆ ଦିଗ ଦେଖାଇଲେ ଓଡ଼ିଆ ଶିକ୍ଷକ! ଗାଁ ସ୍କୁଲର ଶ୍ରେଣୀଗୃହରୁ ଜାତୀୟ ସ୍ତରର ସମ୍ମାନ ପର୍ଯ୍ୟନ୍ତ ଲମ୍ବା ଯାତ୍ରା। ବିଜ୍ଞାନକୁ କେବଳ ବହି ଭିତରେ ସୀମିତ ନରଖି ସରଳ ଓ ଅଭିନବ ଉପାୟରେ ପିଲାଙ୍କ ନିକଟରେ ପହଞ୍ଚାଇଥିବା ଶିକ୍ଷକ ପଦରାଜ…