Browsing Tag

baba kedarnath

ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ପାରମ୍ପରିକ ରୀତିନୀତି ସହ ଖୋଲିଲା ବାବା କେଦାରନାଥଙ୍କ କପାଟ, ଭିଡିଓ ଓ ଫଟୋ ଉଠାଇବା ମନା

ଉତ୍ତରାଖଣ୍ଡ : ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର । ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ପାରମ୍ପରିକ ରୀତିନୀତି ଅନୁଯାୟୀ ମନ୍ଦିରର ଦ୍ୱାର ଖୋଲିଲା । ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ପାରମ୍ପରିକ ରୀତିନୀତି କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ସାରା…

ଚାରଧାମ ଯାତ୍ରା ଖୁବଶୀଘ୍ର, ଏପ୍ରିଲ ୨୨ରେ ଖୋଲିବ ବାବା କେଦାରନାଥଙ୍କ କପାଟ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ସ୍ଥିତ ପ୍ରସିଦ୍ଧ କେଦାନରନାଥ ମନ୍ଦିର କପାଟ ଆସନ୍ତା ଏପ୍ରିଲ ୨୨ରେ ବୃଷ ଲଗ୍ନରେ ଖୋଲିବ । ଏହାର ଘୋଷଣା ଶୀତକାଳୀନ ଗଦ୍ଦିସ୍ଥଳ ଓମକାରେଶ୍ବର ମନ୍ଦିରରେ ବିଧିବିଧାନ ସହିତ ହୋଇଛି । ଘୋଷଣା ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ମନ୍ଦିର ସମିତି…

ଶୀତକାଳ ପାଇଁ ବନ୍ଦ ହେଲା କେଦାରନାଥ କପାଟ, ୬ ମାସ ପାଇଁ ଦର୍ଶନ ବନ୍ଦ

ଉତ୍ତରାଖଣ୍ଡ : କେଦାରନାଥ ମନ୍ଦିର କପାଟ ଶୀତକାଳ ପାଇଁ ବନ୍ଦ କରିଦିଆଯାଇଛି । ଆସନ୍ତା ୬ ମାସ ଯାଏଁ କପାଟ ବନ୍ଦ ରହିଛି । ବନ୍ଦ ହେବା ପୂର୍ବରୁ ଧାମରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା । ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଥିଲେ । କପାଟ ବନ୍ଦ ସମୟରେ ମୁଖ୍ୟମନ୍ତ୍ରୀ…

ବିସ୍ଫୋରଣ ଶବ୍ଦରେ ଥରି ଉଠିଲା କେଦାରନାଥ, ହେଲିକପ୍ଟର କ୍ରାସରେ ଗଲା ପିଲା ଠୁ ପାଇଲଟ୍ ଯାଏଁ ସମସ୍ତଙ୍କ ଜୀବନ

ସକାଳ ୫.୩୦ ବାଜିଥାଏ । ହଠାତ ବିସ୍ଫୋରଣ ଶବ୍ଦରେ ଥରି ଉଠିଲା କେଦାରନାଥ ନିକଟବର୍ତ୍ତୀ ଗୌରୀକୁଣ୍ଡ ଅଞ୍ଚଳ । କେଦାରନାଥ ମଝି ଅକାଶରେ କ୍ରାସ୍ ହେଲା ହେଲିକପ୍ଟର । ଏହି ଭୟଙ୍କର ଦୁର୍ଘଟଣାରେ ହେଲିକପ୍ଟରରେ ବସିଥିବା ପିଲା ଠୁ ପାଇଲଟ୍ ଯାଏ ସମସ୍ତଙ୍କ ଜୀବନ ଯାଇଛି । ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗର…

ପବିତ୍ର ମହାଶିବରାତ୍ରି ଅବସରରେ ସ୍ଥିର ହେଲା ତାରିଖ, ଖୋଲିବ ବାବା କେଦାରନାଥଙ୍କ କପାଟ

ଖୋଲିବ ବାବା କେଦାରନାଥଙ୍କ ଧାମ । ପବିତ୍ର ମହାଶିବରାତ୍ରି ଅବସରରେ ସ୍ଥିର ହେଲା ତାରିଖ ଓ ସମୟ । ମହାଦେବ ବାବା କେଦାରନାଥଙ୍କ କପାଟ ଖୋଲିବାର ଦିନ ଓ ମୁହୂର୍ତ୍ତର ସ୍ଥିର ହୋଇଛି । ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ । ମେ’ ୨ରେ ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ଯ୍ୟର…

ଆଜିଠାରୁ ବନ୍ଦ ହେଲା ବାବା କେଦାରନାଥ ପୀଠ କପାଟ, ୬ ମାସ ପରେ ଖୋଲିବ

ଆଜିଠାରୁ ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ କପାଟ । ଆଜି ସକାଳ ୪ଟାରୁ ବିଧିବିଧାନ ସହିତ ପୂଜା ହେବା ପରେ ୮.୩୦ ମିନିଟରେ କପାଟ ବନ୍ଦ ହୋଇଛି ।  ତୁଷାରପାତ ଆରମ୍ଭରୁ ଏହାକୁ ବନ୍ଦ କରାଯାଇଥିବାବେଳେ ୬ ମାସ ପରେ ଏହା ଖୋଲିବ ବୋଲି ଜଣାପଡିଛି । ତେବେ କେଦାରନାଥ କପାଟ ଭାଇଦୁଜ ଦିନ ବନ୍ଦ…

ସାଇକେଲରେ ଓଡ଼ିଶାରୁ କେଦାରନାଥ ବାହାରିଛନ୍ତି ୪ ଯୁବକ, ୧୬ ଦିନରେ କେଦାରନାଥରେ ପହଞ୍ଚିବା ନେଇ ରଖିଛନ୍ତି ଲକ୍ଷ୍ୟ

ନବରଙ୍ଗପୁର ସାଇକେଲରେ ଓଡ଼ିଶାରୁ କେଦାରନାଥ । କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କେଦାରନାଥରେ ପହଞ୍ଚିବା ପାଇଁ ୪ ଜଣ ଯୁବକ ଆପଣାଇଛନ୍ତି ଏଭଳି ଭିନ୍ନ ଉପାୟ । ବସ କି ଟ୍ରେନ ନୁହେଁ ସାଇକେଲ ଧରି ସୁଦୂର କେଦାରନାଥ ଯିବା ପାଇଁ ଆଗେଇ ଆସିଛନ୍ତି । ଦୀର୍ଘ ୧୬୦୦ କିଲୋମିଟର ରାସ୍ତାକୁ…

ଚାରିଧାମ ଯାତ୍ରା ପାଇଁ ଖୁସି ଖବର, ୧୦ ମଇରେ ଖୋଲିବ ବାବା କେଦାରନାଥ ଧାମ କପାଟ

ଚାରିଧାମ ଯାତ୍ରା ପାଇଁ ଖୁସି ଖବର । ବାବା କେଦାରନାଥ ଧାମଙ୍କ ଦ୍ୱାର ଖୋଲିବାର ତାରିଖ ଘୋଷଣା ହୋଇଛି । ଓମକେଶ୍ୱର ମନ୍ଦିରର ଉଖିମଠରେ ତାରିଖ ଘୋଷଣା କରାଯାଇଛି । ବାବା କେଦାରନାଥଙ୍କ କପାଟ ୧୦ ମଇ ସକାଳ ୭ଟାରୁ ବାବା କେଦାରଙ୍କ ଦ୍ୱାର ଖୋଲିବ । ବାବା କେଦାରନାଥ ରାୱଲ ଏବଂ ଅନ୍ୟ…

କେଦାରନାଥରେ ବଡ଼ ଧରଣର ଭୂସ୍ଖଳନ: ୧୨ ନିଖୋଜ

ନୂଆଦିଲ୍ଲୀ : ଭୀଷଣ ବର୍ଷା ଯୋଗୁଁ ପ୍ରସିଦ୍ଧ ଶୈବ ପୀଠ କେଦାରନାଥ ରାସ୍ତାରେ ବଡ଼ ଧରଣର ଭୂସ୍ଖଳନ । ପ୍ରାୟ ୧୨ ଜଣ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଗୌରୀକୁଣ୍ଡ ନିକଟରେ ଏହି ଘଟଣା ଘଟିଛି । କେଦାରନାଥ ଯିବା ରାସ୍ତା ଦତ୍ତ ପୁଲିୟା ଠାରେ ଆଜି ଭୋର ସମୟରେ…

କେଦାରନାଥ ଧାମରେ ବ୍ୟାନ ହେବ ମୋବାଇଲ ଫୋନ !

କେଦାରନାଥ ଧାମରେ ବ୍ୟାନ ହେବ ମୋବାଇଲ ଫୋନ! ବଦ୍ରିନାଥ କେଦାରନାଥ ଟ୍ରଷ୍ଟ ଏନେଇ ବିଜ୍ଞପ୍ତି ଜାରି କରିଛି। ତେବେ ବିଶେଷ କରି ମନ୍ଦିର ନିକଟରେ ୟୁଟ୍ୟୁବ୍‌ ଭିଡିଓ ଇନଷ୍ଟାଗ୍ରାମ ରିଲସ ବନାଉଥିବା ଲୋକଙ୍କୁ ଏହା ଚେତାବନୀ। ବଦ୍ରିନାଥ କେଦାରନାଥ ଟ୍ରଷ୍ଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି…

‘ମୋ ଝିଅର ଦେହ ଭଲ ନାହିଁ, ତାର ଯତ୍ନ ନେବ’, କେଦାରନାଥ ହେଲିକପ୍ଟର କ୍ରାସ ପୂର୍ବରୁ ପତ୍ନୀଙ୍କୁ କହିଥିଲେ ପାଇଲଟ

‘ମୋ ଝିଅର ଦେହ ଭଲ ନାହିଁ, ତାର ଯତ୍ନ ନେବ’, କେଦାରନାଥ ହେଲିକପ୍ଟର କ୍ରାସ ପୂର୍ବରୁ ପତ୍ନୀଙ୍କୁ କହିଥିଲେ ପାଇଲଟ । ଗତକାଲି ଉତ୍ତରାଖଣ୍ଡର କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି କ୍ରାସ୍‌ରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ପାଇଲଟଙ୍କ ସହିତ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ…

ବିପଦରେ କେଦାରନାଥ ମନ୍ଦିର: ଗତ ୯ ଦିନ ମଧ୍ୟରେ ତିନିଥର ହୋଇଛି ହିମସ୍ଖଳନ, ଅନୁସନ୍ଧାନରେ ନିୟୋଜିତ ବୈଜ୍ଞାନିକ ଟିମ୍

ପୃଥିବୀର ସ୍ୱର୍ଗ ହେଉଛି କେଦାରନାଥ ମନ୍ଦିର। ଏଠାକୁ ଦେଶ ବିଦେଶରୁ ଅନେକ ଲୋକ ଆସନ୍ତି। ଯେତେ ଅସୁବିଧା ଥିଲେ ବି ଏହି ସ୍ଥାନକୁ ଭକ୍ତଙ୍କ ସୂଅ ଛୁଟିଥାଏ। ଦିନକୁ ହଜାର ହଜାର ଭକ୍ତ ଏଠାକୁ ଆସନ୍ତି ବାବା କେଦରଙ୍କ ଦର୍ଶନପାଇଁ । କାରଣ ଚାରି ଧାମ ମଧ୍ୟରୁ ଏହି ଧାମ ଅନ୍ୟତମ କିନ୍ତୁ ଏହା ଯେତେ…