Browsing Tag

baby rescue from borewell

ରାହୁଲ ସହ ଗାତରେ ଥିଲା ସାପ ଓ ବେଙ୍ଗ, ସମସ୍ତେ ଜୀବନ ପାଇଁ କରୁଥିଲେ ସଂଘର୍ଷ

କେନ୍ୟୁଜ୍(ବ୍ୟୁରୋ): ବିପଦରେ ଥିଲା ରାହୁଲ। ବୋରୱେଲ ହୋଲରେ ପୂର୍ବରୁ ଏକ ସାପ ଓ ବେଙ୍ଗ ପଡିଥିଲେ। କିନ୍ତୁ ରହୁଲ ପଡିବା ପରେ କେହି ବି ତାକୁ ଆଘାତ ଦେଇନଥିଲେ। କାରଣ ସମସ୍ତେ ସେଠି ଅସହାୟ ଅବସ୍ଥାରେ ଥିଲେ। ରାହୁଲକୁ ଉଦ୍ଧାର ପୂର୍ବରୁ ଏନଡିଆରଏଫ ଟିମ୍ ଏହା ଜାଣିବାକୁ ପାଇଥିଲା। ପରେ…

ମୃତ୍ୟୁ ଯନ୍ତାରୁ ଜୀବନକୁ ଉଦ୍ଧାର କରିଛି ଏନଡିଆରଏଫ, ଦେଶ କରୁଛି ଜୟ ଜୟ କାର

କେନ୍ୟୁଜ୍(ବ୍ୟୁରୋ):  ହାରିଲା ମୃତ୍ୟୁ ଜିତିଲା ଜୀବନ । ବୋରେଓ୍ଵଲରୁ ଉଦ୍ଧାର ହେଲା ରାହୁଲ । ସରିଲା ରାହୁଲ ରେସ୍କ୍ୟୁ ଅପରେସନ୍‌ । ୮୦ ଫୁଟ୍‌ ବୋରେଓ୍ଵଲ୍‌ ଭିତରୁ ବାହାରକୁ ଆସିଲା ୧୦ ବର୍ଷର ରାହୁଲ । ୧୦୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସଫଳ ହୋଇଛି ଅପରେସନ ଜିନ୍ଦେଗୀ। ମୃତ୍ୟୁ…

ନୂଆ ଜୀବନ ପାଇଲା ବୋରୱେଲରେ ଫସିଥିବା ଶିଶୁ ରାହୁଲ, ୧୦୦ ଘଣ୍ଟାରୁ ଅଧିକ ସମୟ ପରେ ଉଦ୍ଧାର କଲେ ଉଦ୍ଧାରକାରୀ ଦଳ

କେନ୍ୟୁଜ୍(ବ୍ୟୁରୋ): ୧୦୦ ଘଣ୍ଟାରୁ ଅଧିକ ସମୟ ପରେ ଉଦ୍ଧାର ହେଲା ରାହୁଲ। ବହୁ ବାଧା ବିଘ୍ନ ପରେ ରହୁଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ। ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ସବୁଠୁ ବଡ଼ ରେସ୍‌କ୍ୟୁ ଅପରେସନ । ଏବେ ଉଦ୍ଧାର କରାଯାଇ ସ୍ବତନ୍ତ୍ର ଆମ୍ବୁଲାନ୍ସ…