New Bike Launches In Diwali: ଫେଷ୍ଟିଭ୍ ସିଜିନରେ ବଜାଜ ଆଣୁଛି ନୂଆ ୬ଟି ବାଇକ୍, ଦାମ୍ ରହିବ ଖୁବ କମ୍
ଫେଷ୍ଟିଭ୍ ସିଜନ୍ ପୂର୍ବରୁ ଅଟୋ ବଜାରରେ ଧମାକା ହେବାକୁ ଯାଉଛି । ପ୍ରତି ପାର୍ବଣ ଋତୁରେ ସବୁବେଳେ ଅଟୋମୋବାଇଲ୍ ସେକ୍ଟରରେ ଖୁବ୍ ଡ଼ିସକାଉଣ୍ଟ ମିଳିଥାଏ । ଏହି ସମୟରେ ଲୋକମାନେ ନୂଆ କାର କିମ୍ବା ବାଇକ୍ ନିଶ୍ଚୟ ଘରକୁ କିଣି ଆଣିଥାଆନ୍ତି । ଫେଷ୍ଟିଭ୍ ସିଜନ୍ ଆରମ୍ଭ ହେବା ପୂର୍ବରୁ ହିଁ ଏବେ…